Before Header

ସାରର ଅଭାବୀ ବିକ୍ରି

0 72

ବରଗଡ଼ (ବଡ଼ ଖବର ବ୍ୟୁରୋ): ସାରର ଅଭାବୀ ବିକ୍ରି । ବରଗଡ଼ରେ ଭୟାନକ ମରୁଡ଼ି ସ୍ଥିତି । ସୋହେଲ ବ୍ଲକ ଘେଁସି ଠାରେ ଶ୍ରୀ ଗଣେଶ ଟ୍ରେଡ‌‌ସର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସରକାର ସାରର ମୂଲ୍ୟ ୨୬୬ ଟଙ୍କା ନିର୍ଦ୍ଧାରଣ କରିଥିବା ବେଳେ ଚାଷୀମାନେ ବ୍ଲାକରେ ୪୫୦ ଟଙ୍କାରେ କିଣୁଥିବା ଦେଖିବାକୁ ମିଳିଛି । ଚାଷୀମାନେ ଶୋଷଣର ଶିକାର ହେଉଥିବା ଦେଖିବାକୁ ମିଳିଛି ।

 

Leave A Reply

Your email address will not be published.