Masthead

ମିଶିନାହାନ୍ତି, ଫଟୋରେ ମିଶାଇ ଦେଲେ

ଢ଼େଙ୍କାନାଳ(ବଡ଼ ଖବର ବ୍ୟୁରୋ):  ମିଶିନାହିଁ, ମୋତେ ଫଟୋରେ ମିଶାଇ ଦେଲେ । ଏହା କହିଛନ୍ତି ଢେଙ୍କାନାଳ ପୌରପାଳିକାର ପୂର୍ବତନ ନଗରପାଳ ତଥା ୮ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲର ସୁମିତ୍ରା ଭୋଇ । ସେ ସାର୍ବଜନୀନ ଭାବେ ପଠାଇଛନ୍ତି ତାଙ୍କର ଏହି ଘୋଷଣା ପତ୍ର । ଗତ ୨୩ ତାରିଖରେ ବିଜେଡିର ମିଶ୍ରଣ ପର୍ବ ଢେଙ୍କାନାଳରେ ଅନୁଷ୍ଠିତ ହୋଇଥିଲା । ସୁମିତ୍ରା ବିଜେଡିରେ ଯୋଗ ଦେଲେ ବୋଲି ଏକ ବିଭ୍ରାନ୍ତିକର ବ୍ୟାନର୍ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ମରାଯାଇଥିଲା ।

ସୁମିତ୍ରା ଲେଖିଛନ୍ତି, ସେ ବିଜେଡିରେ ମିଶିବାର କୌଣସି ସତ୍ୟତା ନାହିଁ । ତାଙ୍କ ନେତା ପୂର୍ବତନ ବିଧାୟକ ନବୀନ ନନ୍ଦ । ନବୀନଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ ଦଳରେ କାମ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ