Masthead

ସରପଞ୍ଚଙ୍କ ନାଁରେ ଦାଦାବଟି ଅଭିଯୋଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସରପଞ୍ଚଙ୍କ ନାଁରେ ଦାଦାବଟି ମାଗିବା ଅଭିଯୋଗ । ଭୁବନେଶ୍ୱର ଉପକଣ୍ଠ ତମାଣ୍ଡ ସରପଞ୍ଚ ଯଗମୋହନ ପ୍ରଧାନଙ୍କ ବିରୋଧରେ ଦାଦାବଟି ମାଗିବାକୁ ନେଇ ତମାଣ୍ଡ ଥାନାରେ ଅଭିଯୋଗ ହୋଇଛି । ତମାଣ୍ଡ ଅଞ୍ଚଳରେ ଏକ ଆପାଟମେଣ୍ଟ ନିର୍ମାଣ କାମ ଚାଲୁଥିବା ବେଳେ ୧୦ଲକ୍ଷ ଦାଦାବଟି ମାଗିବାକୁ ନେଇ ଅଭିଯୋଗ କରିଛନ୍ତି ଆପାଟମେଣ୍ଟ ମାଲିକ । ବଟି ନ ଦେଲେ କାମ ଓ ରାସ୍ତା ବନ୍ଦ କରିଦେବା ନେଇ ବାରମ୍ବାର ଧମକ ଦେଇ ଆସୁଥିଲେ ସରପଞ୍ଚ।
ଅନ୍ୟପଟେ ସରପଞ୍ଚ ଜଗମୋହନ ପ୍ରଧାନ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଏ ବାବଦରେ ବିଷୟରେ କିଛି ଜାଣି ନଥିବା କହିଛନ୍ତି । ମୋ ବାବଦରେ କ’ଣ ପ୍ରମାଣ ଅଛି ସେ କହିଛନ୍ତି । ଏ ବାବଦରେ ତଦନ୍ତ ଚାଲିଛି ଯଦି ଏହାର କିଛି ସତ୍ୟତା ଜଣାପଡିଲେ ତୁରନ୍ତ କାର୍ୟ୍ୟନୁସ୍ଥାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ