Masthead

କଂଗ୍ରେସର କମିଟିକୁ ନେଇ ଅସନ୍ତୋଷ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ୱେର (ବଡ଼ ଖବର ବ୍ୟୁରୋ): କଂଗ୍ରେସର କମିଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଛନ୍ତି, ମତେ ଦାୟିତ୍ଵର ଆବଶ୍ୟକତା ନାହିଁ। ଭାଲୁ ବାହିନୀପତି ନାଁ ହିଁ କାଫି। ମତେ ବରିଷ୍ଠ ଉପସଭାପତି କରିଥିବାରୁ ଧନ୍ୟବାଦ। ଏ କମିଟିରୁ ଇସ୍ତଫା ଦେଲେ କିଏ କ’ଣ ଭାବିବ ସେଥିପାଇଁ ଇସ୍ତଫା ଦେଇନି। କିନ୍ତୁ ମୋର ଏ କମିଟିରେ ରହିବା ପାଇଁ ଇଚ୍ଛା ନାହିଁ। ନିଜ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ଦେବାକୁ କହିଛନ୍ତି ତାରା ପ୍ରସାଦ । ସେ ଆହୁରୀ ମଧ୍ୟ କହିଛନ୍ତି, ଶରତ ପଟ୍ଟନାୟକ ଏବଂ ସାଂସଦ ଉଲକା କହୁଥିଲେ ମିନାକ୍ଷୀ ବାହିନୀପତିଙ୍କ ସ୍ଥାନରେ ଆଉ କାହାକୁ କରିବାକୁ। ଗୋଟେ ଘରୁ ୫ ଜଣଙ୍କୁ ପଦ ଦେଲେ ଦିଅନ୍ତୁ। ଏ କମିଟିରେ ଯେତେ ଜଣ ଅଛନ୍ତି ସେମାନେ ୯ରୁ ୯୦ ଆଣିବେ। ଶରତ ପଟ୍ଟନାୟକ କି ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ମୁଁ ଜାଣିନି। କିନ୍ତୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର