Masthead

ପିପିଲି ପ୍ରାର୍ଥୀଙ୍କ ଭାଗ୍ୟ ସିଲ

ପୁରୀ (ବଡ଼ ଖବର ବ୍ୟୁରୋ): ଇଭିଏମରେ ସିଲ ହୋଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ମେସିନରେ ସୁଇଚ ଟିପି ୧୦ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ଭୋଟର । ଆସନ୍ତା ୩ ରେ ଜଣାପଡିବ ଫଳାଫଳା । କିଏ ଧରିବ ପିପିଲି-ଡ଼େଲାଙ୍ଗର ମଙ୍ଗ । ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ପିପିଲି ବିଧାନସଭା ଆସନ ପାଇଁ ଭୋଟ । ଗୁରୁବାର ରାତି ୭ଟା ଯାଏ ପିପିଲି ବ୍ଲକରେ ୮୦ ପ୍ରତିଶତ ଓ ଡ଼େଲାଙ୍ଗ ବ୍ଲକରେ ୭୬.୪୧ ପ୍ରତିଶତ ମତଦାନ ହୋଇଛି । ପିପିଲିରେ ୧୮୪ ଟି ବୁଥରେ ମତଦାନ ହୋଇଥିଲା । ମତଦାନ ଆରମ୍ଭ ହେବା ପୂର୍ବରୁ ମେସିନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା ।

ଯାହା ଦ୍ୱରା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା । ପୂର୍ବାହ୍ନ ୧୦ ଟା ପରେ ସ୍ୱଭାବିକ ଭାବେ ଭୋଟ ଚାଲିଥିଲା । କରୋନା ଗାଇଡ ଲାଇନକୁ ମାନି ପିପିଇ କିଟ ପିନ୍ଧି ଭୋଟରମାନେ ଭୋଟ ଦେଇଥିଲେ । ସେପଟେ ଏହି ଉପନିର୍ବାଚନରେ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟ ଦେଇଥିଲେ । ୩୪୮ ବୁଥରେ ମତଦାନ ହୋଇଥିଲା । କଡ଼ା ସୁରକ୍ଷା ଭିତରେ ଭୋଟ ବାକ୍ସ ପୁରୀ ପେଣ୍ଠକଟାରେ ଥିବା ୱୟାର ହାଉସରେ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ 🔴 ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ