Masthead

ରିଲିଜ ହେଲା ଫିଲ୍ମ ‘ଫାଇଟର’ର ପ୍ରଥମ ପୋଷ୍ଟର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୀର୍ଘ ସମୟ ଅପେକ୍ଷା ପରେ ସିନେମା ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ‘ଫାଇଟର’ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏହି ଚଳଚିତ୍ରରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସହ ଅନିଲ କପୁରଙ୍କୁ ମଧ୍ୟ ପରଦାରେ ଦେଖିବାକୁ ମିଳିବ । ଫ୍ୟାନ୍ସମାନେ ସେମାନଙ୍କ ମନପସନ୍ଦ ତାରକାଙ୍କ ପ୍ରଥମ ଲୁକ ଦେଖିବା ପରେ ଖୁବ ଉତ୍ସାହିତ ଅଛନ୍ତି । ଏହି ପୋଷ୍ଟରରେ ସେମାନେ ଖୁବ ପାୱାରଫୁଲ ମଧ୍ୟ ଦେଖାଯାଉଛନ୍ତି । ଫିଲ୍ମଟି ଖୁବ ରୋମାଞ୍ଚକ ଏବଂ ଦମଦାର ହେବ ବୋଲି ଜଣାପଡୁଛି । କୁହାଯାଉଛି ଯେ ଫିଲ୍ମରେ ଭରପୁର ଆକ୍ସନ ଓ ଡ୍ରାମା ମଧ୍ୟ ରହିଛି । ରିପୋର୍ଟ ଅନୁସାରେ ଏହା ଦେଶପ୍ରେମ ଭାବନାକୁ ଖୁବ ଉତ୍ସାହିତ କରୁଛି । ଏହାର ବିଶେଷ କଥା ହେଉଛି ପୋଷ୍ଟରରେ ‘ବନେ୍ଦ ମାତରମ’ର ଏକ ନୂତନ ରୂପ ରହିଛି, ଯାହା ପ୍ରତ୍ୟକ ଭାରତୀୟଙ୍କ ହୃଦୟକୁ ସ୍ପର୍ଶ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ