Masthead

ଜଙ୍ଗଲ ଧ୍ୱଂସ କରିବାକୁ ଯାଉଛନ୍ତି ରାଜ୍ୟ ସରକାର

କୋଇଡ଼ା(ବଡ଼ ଖବର ବ୍ୟୁରୋ): ଜଙ୍ଗଲ ଧ୍ୱଂସ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ସୁନ୍ଦରଗଡ଼ କୋଇଡ଼ାର ୫ ନୂତନ ଖଣି ଉପରେ ରାଜ୍ୟ ସରକାରଙ୍କ ନଜର । ସଂରକ୍ଷିତ ଜଙ୍ଗଲରେ ଅଛି ଖଣି । ବଣାଇ ବନଖଣ୍ଡର ବରସୁଆଁ ଓ କୋଇଡ଼ା ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ । ଖାଜୁରଢି, ମାଙ୍କଡ଼ନଚା, ସାରକୁଣ୍ଡା, ମେଣ୍ଢାମାରୁଣି, କାଠମାଳ ଜଙ୍ଗଲ ଲୋପ ପାଇଯିବ । ମରୁଭୂମିରେ ପରିଣତ ହେବ କୋଇଡ଼ା ଅଞ୍ଚଳ । ଲୋପ ପାଇଯିବେ ବନ୍ୟଜନ୍ତୁ ।

ଆଦିବାସୀ କୋଇଡା ଖଣି ମଣ୍ଡଳରେ ୪୦ରୁ ଅଧିକ ଖଣି ବନ୍ଦ ରହିଛି । ବନ୍ଦ ଖଣି ନ ଖୋଲି ନୂତନ ଖଣି ଖୋଲିବାକୁ ଯାଉଛନ୍ତି ରାଜ୍ୟ ସରକାର । ନୂତନ ଖଣି ଖୋଲିଲେ ପରିବେଶ ପାଇଁ ବିପଦ । ସାଧାରଣ ଜନସାଧାରଣ ଏହାକୁ ବିରୋଧ କରିଛନ୍ତି । ସରକାରଙ୍କୁ ଘାରିିଛି ରାଜକୋଷ ଚିନ୍ତା । ରାଜ୍ୟର ପରିବେଶ ନଷ୍ଟ ହେଲେ ମଧ୍ୟ କିଛି ଯାଏ ଆସେ ନାହିଁ । ଆଦିବାସୀଙ୍କ ଲୋକଙ୍କ ସହ ଖେଳ ଖେଳୁଛନ୍ତି ।କେତେ ଶିଳ୍ପର ସ୍ୱପ୍ନ ଦେଖାଇଛନ୍ତି ସରକାର । ରୋଜଗାରର କାହାଣୀ ଶୁଣାଇଛନ୍ତି । କମ୍ପାନୀ ହାତକୁ ଜମି ଟେକି ଦେଇଛନ୍ତି । କଥା ଖାଲି ଏମଓୟୁରେ ରହିଛି । ଶିଳ୍ପ ହୋଇନି, ରୋଜଗାର ନାହିଁ । ସରକାର ନିରବ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ