Masthead

ଦାବିପତ୍ର ଦେଲେ ବିଡିଓ ଦେଖାଉଛନ୍ତି ନାଲି ଆଖି

ସିନାପାଲି (ବଡ଼ ଖବର ବ୍ୟୁରୋ): ମୋ ସରକାର ନାଁରେ ବାଃ ବାଃ । ବ୍ଲକ ଅଫିସକୁ ଅଭିଯୋଗ କରିବାକୁ ଗଲେ ମିଳୁଛି ନାଲିଆଖି । ଆଉ ଖୁଦ ନାଲିଆଖି ଦେଖାଉଛନ୍ତି ସିନାପାଲି ବିଡିଓ । ସୂଚନା ଅନୁସାରେ ସିନାପାଲି ସହରର ଜଗନ୍ନାଥ ଛକ ନିକଟରେ ଡ୍ରେନ ସମସ୍ୟା ନେଇ ସିନାପାଲି ବିଡିଓଙ୍କ ପାଖକୁ ଯାଇଥିଲେ ସ୍ଥାନୀୟ ବାସିନ୍ଦା ।

ହେଲେ ଅଭିଯୋଗ ପତ୍ରକୁ ଧରି ଖାମଖିଆଲି ପ୍ରତିଶୃତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସ୍ଥାନୀୟ ବାସିନ୍ଦା । ହେଲେ ବିଡିଓ ନାଲି ଆଖି ଦେଖାଇ ଯାହା କରିବା କଥା କର ହେଲେ ମୁଁ ଡ୍ରେନ କାମ କରିବି ନାହିଁ ବୋଲି ଯୁକ୍ତି ତର୍କ କରିଛନ୍ତି । ଯାହା ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି । ସାତ ଦିନ ପର୍ଯ୍ୟନ୍ତ ଡ୍ରେନ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ବାସିନ୍ଦା ଜୋର ଧରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ