Masthead

ଆଜି ଗୃହ ସ୍ୱାଭାବିକ ହେବ ନା ହଟ୍ଟଗୋଳ ..ରହିଛି ସମସ୍ତଙ୍କ ନଜର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନରେ ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ । ପ୍ରଶ୍ନ କାଳ ଆରମ୍ଭ ହେଉହେଉ ବିରୋଧି ବିଜେପି ଓ କଂଗ୍ରେସ ନାରାବାଜି କରିଥିଲେ । ଏଥିପାଇଁ ବାରମ୍ବାର ଗୃହକୁ ଅଚଳ କରିବାକୁ ପଡ଼ିଛି । ତେବେ ଆଜି ଗୃହ ସ୍ୱାଭାବିକ ହେବ ନା ପୁଣି ହଟ୍ଟଗୋଳ ହେବ, ତା’ ଉପରେ ରହିଛି ନଜର । ଗୁରୁବାର ଆଦିବାସୀ ଜମି ହସ୍ତାନ୍ତର ପ୍ରସଙ୍ଗକୁ ନେଇ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଥିଲା ବିଜେପି ବିଧାୟକ ।

ଜମିଜମା ବିକ୍ରି ସଂକ୍ରାନ୍ତୀୟ ବିଲକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ରାଜ୍ୟପାଳଙ୍କୁ ଭେଟିଥିଲା ଦଳ । ସେପଟେ ସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି ବିରୋଧି । ବିରୋଧି ମୁଖ୍ୟ ସଚେତକ କହିଛନ୍ତି ଓଡ଼ିଶା ସରକାର ଆଦିବାସୀଙ୍କ କାମ କରୁଥିବା ଡିମଡିମ୍ବ ପିଟୁଛନ୍ତି । ହେଲେ ସେମାନଙ୍କ ଜମି ବିକ୍ରି କରିବା ର୍ଦୁଭାଗ୍ୟ ଜନକ । ଏହା ଦ୍ୱାରା ଦଲାଲ ଓ ପୁଞ୍ଜିପରି ଲାଭବାନ ହେବେ ଆଦିବାସୀ ଭୂମିହୀନ ହେବେ ବୋଳି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ