Before Header

ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

0 19

ପୁରୀ(ବଡ଼ ଖବର ବ୍ୟୁରୋ): ବାଲୁକା କଳା ମାଧ୍ୟମରେ ତୁର୍କୀ ଭୂମିକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି । ଭୟଙ୍କର ଭୂମିକମ୍ପ ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ହୋଇଛି ତୁର୍କୀ ଏବଂ ସିରିୟା । ୧୫ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସେମାନଙ୍କୁ ବାଲୁକା କଳା ମଧ୍ୟମରେ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଦେଶବାସୀ ସହାୟତାର ହାତ ବଢାଇବା ପାଇଁ ନିବେଦନ କରାଯାଇଛି । ଏବଂ ଦେଶ ବାସି ପାର୍ଥନା କରନ୍ତୁ ତୁର୍କୀ ଓ ସିରିୟା ରେ ଘଟିଥିବା ଭୂମିକମ୍ପ ରେ ଆହତ ମାନଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.