Masthead

‘ଉଡାଇ ଦେବୁ ତାଜ ହୋଟେଲ’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ତାଜ୍‌ ହୋଟେଲକୁ ବିସ୍ଫୋରଣରେ ଉଡ଼ାଇ ଦେବୁ । ପୋଲିିସ ପାଖକୁ ଆସିଲା କଲ୍ । ଏପରି ଏକ ଧମକ ଆସିବା ପରେ ଖୋଳତାଡ଼ ଆରମ୍ଭ କରିଦେଇଥିଲା ମୁମ୍ବାଇ ପୁଲିସ୍‌। ଗତ ଗୁରୁବାର ମୁମ୍ବାଇ ପୁଲିସ୍‌ ନିକଟକୁ ଆସିଥିଲା କଲ୍ । କଲ କରିଥିବା ବ୍ୟକ୍ତି ନିଜକୁ ପାକିସ୍ତାନୀ ନାଗରିକ ବୋଲି ପରିଚୟ ଦେଇଥିଲେ। ଏପରିକ ପାକିସ୍ତାନର ୨ ନାଗରିକ ଏହି ସାଂଘାତିକ କାଣ୍ଡ ଘଟାଇବା ପାଇଁ ମୁମ୍ବାଇରେ ପ୍ରବେଶ କରି ସାରିଥିବା ବି କହିଥିଲେ।

କଲ୍‌ କରିଥିବା ବ୍ୟକ୍ତି ପୋଲିସକୁ ନିଜ ନାମ ମୁକେଶ ସିଂ ବୋଲି କହିଥିଲା। ପରେ ଆରମ୍ଭ ହୋଇଥିଲା ଖୋଳତାଡ଼ । ପୋଲିସ ଜାଣିବାକୁ ପାଇଥିଲା ଯେ କଲ କରିଥିବା ବ୍ୟକ୍ତି ପାକିସ୍ତାନୀ ନୁହେଁ ଭାରତର ବୋଲି । ବ୍ୟକ୍ତିଙ୍କ ନାମ ଜଗଦମ୍ବା ପ୍ରସାଦ ସିଂ ହୋଇଥିବାବେଳ ବୟସ ୩୫ ସେ ଉତ୍ତରପ୍ରଦେଶରେ ବାସିନ୍ଦା । ଏବେ ସେ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ରହୁଛନ୍ତି। ପୁଲିସ୍‌ ଜଗଦମ୍ବାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ତାହାର ପତ୍ତା ଲଗାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା