Masthead

ପୁଣି ଜେରା ହେବେ କି ଡିଏଫଓ?

ଗଜପତି(ବଡ଼ ଖବର ବ୍ୟୁରୋ): ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ ଖୁଲାସା। ପୂର୍ବତନ ରାତ୍ରୀ ଜଗୁଆଳୀ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ରାତି ଅଧରେ ସୌମ୍ୟଙ୍କ ସରକାରୀ ବାସଭବନକୁ ଯାଉଥିଲେ ଡିଏଫଓ । ଡିଏଫଓଙ୍କୁ ରାତିରେ ଦେଖିଥିବା ପ୍ରତିକ୍ରିୟା ଦେଲେ ଗଙ୍ଗା ପ୍ରଧାନ । ସେଥିପାଇଁ ଚାକିରୀରୁ ବାହାର କରିଥିବା ଅଭିଯୋଗ ଆଣିଛନ୍ତି ଗଙ୍ଗା ।

ଜଗୁଆଳିଙ୍କ ଏଭଳି ବୟାନ ପରେ ବିଦ୍ୟାଭାରତୀ ଓ ଡିଏଫଓଙ୍କ ସମ୍ପର୍କ ଉପରେ ଆଙ୍ଗୁଳି ଉଠିଛି । ସେପଟେ କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ୭ ଘଣ୍ଟା ଜେରା କରିଥିବା ବେଳେ ବିଦ୍ୟାଭାରତୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ଆଉ ଥରେ ଜେରା କରିବ ବୋଲି କହିଛି । କିନ୍ତୁ ଡିଏଫଓଙ୍କୁ ସାଢେ ୩ଘଣ୍ଟା ଜେରା କରି ଥରକରେ କ୍ଲିନଚିଟ ଦେଇଥିଲେ । ତେବେ ଏବେ ପ୍ରଶ୍ନ ଉଠୁଛି ଡିଏଫଓଙ୍କୁ କ୍ରାଇମବ୍ରାଞ୍ଚ ଆଉଥରେ ଜେରା କରିବ କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ