Masthead

ଚୁସୁଲ ସେକ୍ଟରରୁ କାବୁହେଲା ଚୀନ ସୈନ୍ୟ

ଲଦାଖ(ବଡ଼ ଖବର): ଲଦାଖରେ ଭାରତ-ଚୀନ ସୀମା ବିବାଦ ଥମିବାରେ ନାଁ ଧରୁନି । ଗତବର୍ଷ ଗାଲଭାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଯେଉଁଥିରେ ୨୦ଜଣ ସୈନିକ ପ୍ରାଣ ହରାଇଥିଲେ । ବର୍ତ୍ତମାନ ପୁଣିଥରେ ଲଦାଖର ସ୍ଥିତି ବଦଳିବାରେ ଲାଗିଲାଣି । ଭାରତୀୟ ସେନା ଦ୍ୱାରା ଜଣେ ଚୀନ ସୌନ୍ୟ ଧରାପଡିଛି । ତାହା ପୁଣି ଭାରତୀୟ ସୀମାରେ ବୁଲୁଥିବା ଅବସ୍ତାରେ । ଚୁସୁଲ ସେକ୍ଟରର ଗୁରୁଙ୍ଗ ଉପତ୍ୟକା ନିକଟରୁ ଏହି ସୈନ୍ୟ ଜଣଙ୍କୁ କାବୁ କରାଯାଇଛି । ପଚରାଉଚରା ବେଳେ ସୈନ୍ୟ ଜଣକ କହିଛନ୍ତିଯେ ସେ ଭୁଲରେ ରାସ୍ତା ଭୁଲି ଭାରତୀୟ ସୀମାକୁ ଚାଲି ଆସିଛନ୍ତି । ଏନେଇ ସୁରକ୍ଷା କର୍ମୀମାନେ ଅଧିକ ପଚର।ଉଚରା କରୁଛନ୍ତି । ପ୍ରକୃତରେ ସେ ଯଦି ଉଦେ୍ଧଶ୍ୟ ମୂଳକ ଭାବରେ ଆସିନଥିବେ ତାହେଲେ ତାଙ୍କୁ ଚୀନ କତୃପକ୍ଷଙ୍କୁ ହସ୍ତାନ୍ତର କରାଯିବା କଥା କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼