Masthead

ଭାରତ ଆସିବ ଆଉ ୩ ରାଫେଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଭାରତ ଆସିବ ୩ ରାଫେଲ । ୨୦୧୬ ସେପ୍ଟେମ୍ବରରେ ଭାରତ ଫ୍ରାନସରୁ ୩୬ଟି ଅତ୍ୟାଧୁନିକ ଲଢୁଆ ଯୁଦ୍ଧ ବିମାନ ଆଣିବା ଲାଗି ଚୁକ୍ତି କରିଥିଲା । ୨୦୨୧ ଏପ୍ରିଲ ଶେଷ ସୁଦ୍ଧା ଏହି ଲଢୁଆ ଜେଟ ଭାରତରେ ପହଞ୍ଚିବ ବୋଲି ସ୍ଥିର ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଭାରତରେ ୧୧ଟି ପହଁଚିଥିବା ବେଳେ ଆଜି ଆସୁଛି ଆଉ ତିନୋଟି ରାଫେଲ ।

ୟୁଏଇ ମଝି ଆକାଶରେ ଏହି ଲଢୁଆ ଯୁଦ୍ଧ ବିମାନ ଇନ୍ଧନ ଭରିବା ପରେ ଆମ୍ବଲା ଏୟାର ବେସରେ ପହଂଛିବ । ଚୁକ୍ତିନାମା ଅନୁଯାୟୀ, ୨୦୨୧ ଏପ୍ରିଲ ଶେଷ ସୁଦ୍ଧା ୩୬ ଟି ଯୁଦ୍ଧ ବିମାନ ମଧ୍ୟରୁ ଅତି କମରେ ୨୧ ଟି ଭାରତକୁ ଆସିବ । ୟୁଏଇ ବାୟୁସେନା ସହାୟତାରେ ରାଫେଲ ଭାରତ ଆସିବ । ଫ୍ରାନ୍ସ ରାଷ୍ଟ୍ରଦୂତ କହିଛନ୍ତି ବର୍ତ୍ତମାନ ଭାରତକୁ ୨୧ ଟି ରାଫେଲ ପଠାଯାଇଛି ।

ଏପ୍ରିଲ ଶେଷ ସୁଦ୍ଧା ଆଉ ୫ ଟି ପଠାଯିବ । ଫ୍ରାନ୍ସର ବନ୍ଦର ସହର ବୋର୍ଡୋରେ ଥିବା ଡାସଲ୍ଟ ଆଭିଏସନର ମେରିଗନାକ୍ ବେସରୁ ପ୍ରଥମେ ପାଞ୍ଚଟି ଜୁଲାଇ ୨୯, ୨୦୨୦ ରେ ଭାରତରେ ପହଞ୍ଚିଥିଲା। ଏହା ପରେ ନଭେମ୍ବର ୨ ରେ ଭାରତକୁ ଏବଂ ଅନ୍ୟ ତିନି ଜଣ ଚଳିତ ବର୍ଷ ଜାନୁଆରୀରେ ବିତରଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ