Masthead

ଦେଶରେ ଆରମ୍ଭ ହେବ ବୁଲେଟ ଟ୍ରେନ ସେବା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୁଲେଟ୍ ଟ୍ରେନ ସେବା । ଦିଲ୍ଲୀ ରୁ ବାରଣାସୀ ପର୍ୟ୍ୟନ୍ତ ଆରମ୍ଭ ହେବ ଏହି ସେବା । ଦେଶରେ ବୁଲେଟ୍ ଟ୍ରେନ୍ ଚଳାଇବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ସଂସ୍ଥା ନେସନାଲ ହାଇ ସ୍ପିଡ୍ ରେଲ୍ କର୍ପୋରେସେନ୍ ଲିମିଟେଡର ସୂଚନା ମୁତାବକ ସେପ୍ଟେମ୍ବର ମାସ ସୁଦ୍ଧା ଦିଲ୍ଲୀ-ବାରଣାସୀ କରିଡର କାମ ଶେଷ ହୋଇଯିବ । ଦିଲ୍ଲୀର ଖାନ ମାର୍କେଟରୁ ବାରଣାସୀ ପର୍ୟ୍ୟନ୍ତ ପ୍ରାୟ ୮୬୫ କି.ମି ରୁଟ୍ରେ ବୁଲେଟ ଟ୍ରେନ୍ ଚଳାଚଳ ହେବ ।

ଏହା ସହିତ ଯମୁନା ଏକ୍ସପ୍ରେସ୍ଓ୍ବେରେ ହେବାକୁ ଥିବା ଏୟରପୋର୍ଟକୁ ମଧ୍ୟ ବୁଲେଟ୍ ଟ୍ରେନର ରାସ୍ତା ସଂଯୋଗ କରାଯିବ । ନୋଏଡାର ସେକ୍ଟର ୧୪୪ରେ ପ୍ରଥମ ଷ୍ଟେସନ୍ ନିର୍ମାଣ ହେବ । ସେହିଭଳି ବୁଲେଟ୍ ଟ୍ରେନର ଦ୍ବିତୀୟ ଷ୍ଟେସନ ଜେଓ୍ବର ଆନ୍ତର୍ଜାତୀୟ ବିମାନବନ୍ଦରରେ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା