Masthead

ପାକିସ୍ତାନକୁ ବଡ଼ ଝଟକା , ହାତ ଛାଡିଲା ତାଲିବାନ

(ବଡ଼ ଖବର ବ୍ୟୁରୋ ):   ତାଲିବାନକୁ ସର୍ମଥନ କରୁଥିବା ପାକିସ୍ତାନକୁ ଲାଗିଲା ବଡ ଝଟକା । ମଝି ରାସ୍ତାରେ ହାତ ଛାଡିଲା ତାଲିବାନ । ଯେଉଁ ଆଶା ନେଇ ପାକିସ୍ତାନ ତାଲିବାନକୁ ସର୍ମଥନ କରୁଥିଲା , ଆଜି ସେଇ ଆଶା ସବୁ ଧୂଳିସାତ୍ ହୋଇଯାଇଛି । ତାଲିବାନର ଏଭଳି ନିଷ୍ପତି ପାକିସ୍ତାନକୁ ବଡ ଝଟକା ଦେଇଛି । କାରଣ କିଛି ଦିନ ପୂର୍ବରୁ ପାକିସ୍ତାନ ତାଲିବାନକୁ ଟିଟିପି ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇ କହିଥିଲା । ପାକିସ୍ତାନର ଆଶା ଥିଲା , ତାଲିବାନ ଟିଟିପି ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ପୁରା କବଜା କରିନେବ । ହେଲେ ଏବେ ତାଲିବାନର ଏମିତି ଅଚାନକ ନିଷ୍ପତି ପାକିସ୍ତାନ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଶନିବାର ଦେଇଥିବା ଏକ ସାକ୍ଷାତକାରରେ ତାଲିବାନ ମୁଖପାତ୍ର ଜବିହୁଲ୍ଲାମୁଜାହିଦ୍ କହିଛନ୍ତି ଯେ ଏହା ପୂର୍ବରୁ ପାକିସ୍ତାନ ଟିଟିପି ବିରୋଧରେ ତାଲିବାନକୁ ବ୍ୟବହାର କରିବାକୁ ଚାହୁଁଥିଲା । ହେଲେ ଟିଟିପି ହେଉଛି ଏଭଳି ପ୍ରସଙ୍ଗ ଯାହା କେବଳ ପାକିସ୍ତାନକୁ ହିଁ ସାମ୍ନା କରିବାକୁ ପଡିବ । ଏହି ପ୍ରସ୍ତାବକୁ ଏବେ ତାଲିବାନ ସମ୍ପୂର୍ଣ ମନା କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ