Masthead

ବିଜ୍ଞାପନରୁ ବାଦ ପଡ଼ିଲେ ଶାହାରୁକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଢୁଛି ଅଡୁଆ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ଶନିବାର ଏନସିବି ଆର୍ୟନ ଖାନଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବା ବ୍ୟକ୍ତିକୁ ଏନସିବି ଗିରଫ କରିଛି । ଡ୍ରଗ୍ସ କେସରେ ଏନସିବି ୧୯ ଜଣଙ୍କୁ ଗିରଫ କରିସାରିଲାଣି । ସେପଟେ ଡ୍ରଗ୍ସ କେସରେ ପୁଅ ଆରୟନ୍ ଖାନ୍ ଗିରଫ ହେବା ପରେ ବାପା ଶାହାରୁଖ୍ ଖାନଙ୍କ ପାଇଁ ବଢିଛି ସଙ୍କଟ । ବାୟଜୁସ୍ ଶାହାରୁଖ ଖାନ୍ ଅଭିନିତ ବିଜ୍ଞାପନ ବନ୍ଦ ହୋଇଛି ।

ଛବି ଖରାପ ହେବା ଆଶଙ୍କାରେ ଏପରି କଠୋର ନିଷ୍ପତି ନେଇଛି ଏହି ସଂସ୍ଥା । କେବଳ ଏତିକି ନୁହଁ ଶାହାରୁଖ ଖାନଙ୍କ ପ୍ରି-ବୁକିଂ ବିଜ୍ଞାପନକୁ ବି ରିଲିଜ୍ କରାଯାଉନାହିଁ । ଶାହାରୁଖ୍ ଖାନଙ୍କ ସ୍ପନସରସିପ୍ ଡିଲ୍ ମଧ୍ୟରୁ ବାୟଜୁସ୍ ସବୁଠୁ ବଡ଼ ବ୍ରାଣ୍ଡ । ଏହି ବ୍ରାଣ୍ଡରେ ବିଜ୍ଞାପନ କରିବା ଦ୍ୱାରା ଶାହାରୁଖଙ୍କୁ ବାର୍ଷିକ ୩ରୁ ୪ କୋଟି ଟଙ୍କା ମିଳିଥାଏ । ଶାହାରୁଖ ୨୦୧୭ରୁ ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି