Masthead

ମହିଳାଙ୍କୁ ଅସଦାଚରଣ କରିବାରେ ଓଡ଼ିଶା ନମ୍ବର ୱାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର(ଏନସିଆରବି) ରିପୋର୍ଟ ମୁତାବକ ମହିଳାଙ୍କୁ ଅସଦାଚରଣ କରିବାରେ ଓଡିଶା ଏକ ନମ୍ବରରେ ରହିଛି । ଓଡିଶାରେ ମହିଳାଙ୍କ ପ୍ରତି ଅସମ୍ମାନ ହେଉଥିବାର ସର୍ବାଧିକ ମାମଲା ରୁଜୁ ହୋଇଛି । ୨୦୧୭ରେ ସର୍ବାଧିକ ମାମଲା ରୁଜୁ ହୋଇଥିଲା । ୨,୪୫୭ଟି ମାମଲା ରୁଜୁ ହୋଇ ଓଡିଶା ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଉତ୍ତରପ୍ରଦେଶରେ ୧୬୦୦ ମାମଲା, ପଶ୍ଚିମବଙ୍ଗରେ ୯୫୪ ଏବଂ କର୍ଣ୍ଣାଟକରେ ୮୮୪ଟି ମାମଲା ରୁଜୁ ହୋଇଛି । ୨୦୧୬ରେ ଓଡିଶାରେ ୨୧୦୭ଟି ମାମଲା ରୁଜୁ ହୋଇଥିଲା ।

ଶିଶୁ ଯୌନଶୋଷଣ ମାମଲାରେ ରାଜ୍ୟ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଗଣଦୁଷ୍କର୍ମ କରିବାରେ ଦସ୍ୱବ ନମ୍ବର ସ୍ଥାନରେ ରହିଛି । ମହିଳାଙ୍କୁ ଅସଦାଚରଣ କରିବା ମାମଲାରେ ମଧ୍ୟ ଓଡ଼ିଶା ଏକ ନମ୍ବରରେ ରହିଛି । ଜାତୀୟସ୍ତର ରାଜ୍ୟ ସମ୍ମାନ ହ୍ରାସ ପାଇବାରେ ଲାଗିଛି । ମହିଳାଙ୍କୁ ସମ୍ମାନ କଥା କହୁଥିବା ରାଜ୍ୟ ସରକାରଙ୍କ ଲାଗି ନିଶ୍ଚିନ୍ତ ଲଜ୍ଜା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ