Masthead

ନୂଆ ଜର୍ସିରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ଆସନ୍ତା ୧୭ ତାରିଖରୁ ଆରମ୍ଭ ଥିବା ଟି-୨୦ ବିଶ୍ୱକପ ପାଇଁ ଆଜି ବିସିସିଆଇ ଟିମ ଇଣ୍ଡିଆ ପକ୍ଷରୁ ନୂଆ ଜର୍ସି ଉନ୍ମୋଚନ କରିଛି । ତେବେ ଏହି ନୂଆ ଜର୍ସି ର ନାଁ ‘ବିଲିୟନ ଚିୟର୍ସ ଜର୍ସି’ ରଖାଯାଇଛି । ଏହା ଫ୍ୟାନମାନଙ୍କ ବିଲିୟନ ଚିୟର୍ସକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ତେବେ ବିସିସିଆଇ ପକ୍ଷରୁ ଇନଷ୍ଟାଗ୍ରାମରେ ନୂଆ ଜର୍ସିର ଫଟୋ ସାର୍ବଜନୀନ କରାଯାଇଛି । ନୂଆ ଜର୍ସିକୁ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା, କୋଏଲ ରାହୁଲ ଓ ରବୀନ୍ଦ୍ର ଜାଡେଜା ଏହି ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।

ସୂଚନା ଅନୁସାରେ ଏହି ଜର୍ସି ଏମପିଏଲର ସ୍ପୋର୍ଟସ ପକ୍ଷରୁ ଲଞ୍ଚ କରାଯାଇଛି । ୨୦୨୩ ଡିସେମ୍ବର ଯାଏ ଏମପିଏଲ ହିଁ ଟିମ ଇଣ୍ଡିଆର କିଟ୍ ପାର୍ଟନର ରହିଆସିଛି । ଏହି ନୂଆ ଜର୍ସି ପୂର୍ବରୁ ଥିବା ନେଭି ବ୍ଲୁ ରେଟ୍ରୋର ସ୍ଥାନ ନେବ । ସେହି ଜର୍ସିକୁ ୧୯୯୨ ବିଶ୍ୱକପ ଢାଞ୍ଚାରେ ପ୍ରସ୍ତୁତ କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ