Masthead

ପ୍ରିୟଙ୍କାଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ୪୦ ପ୍ରତିଶତ ଟିକେଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୟୁପି ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ ମିଳିବା ଉପରେ ବିକ୍ଷୋଭ ଜୋର ଧରିଛି । କୁହାଯାଉଛି ଯେ ଯେଉଁ ମହିଳାମାନଙ୍କର ସ୍ୱାମୀ କଂଗ୍ରେସରେ ସକ୍ରିୟ ଥିବେ ସେହି ମହିଳାମାନଙ୍କୁ ନିର୍ବାଚନ ଟିକେଟ ମିଳିବ । କିନ୍ତୁ କଂଗ୍ରେସ ଏହାକୁ ଖଣ୍ଡନ କରିଛି ,ଦଳ ତରଫରୁ କୁହାଯାଇଛି ଯେ ଏଥର ମହିଳାମାନଙ୍କୁ ସଂପୂର୍ଣ୍ଣ ନିଆରା ତରିକାରେ ଟିକେଟ ଦିଆଯିବ ।

ଏଥିରେ ଜରୁରୀ ନାହିଁ ଯେ ଯେଉଁ ମହିଳାମାନଙ୍କୁ ଟିକେଟ ଦିଆଯିବ ତାଙ୍କ ପରିବାରର କେହି ରାଜନୀତି ସହିତ ଜଡିତ ଥିବେ । କଂଗ୍ରେସ ଟିକେଟ ଦେବା ପାଇଁ ଏକ ସ୍କ୍ରିନିଂ କମିଟି ଗଠନ କରିବ, ଯେଉଁଥିରେ ମହିଳାମାନଙ୍କୁ ଟିକେଟ ଦିଆଯିବାର ସଂପୂର୍ଣ୍ଣ ରୂପରେଖ ତିଆରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ