Masthead

ୟୁନିସେଫ ଦ୍ୱାରା ପ୍ରଶଂସିତ ୪ ଡଙ୍ଗରିଆ

ରାୟଗଡା (ବଡ଼ ଖବର ବ୍ୟୁରୋ ) : ୟୁନିସେଫ ଦ୍ୱାରା ପ୍ରଶଂସିତ ହେଲେ ୪ ଡଙ୍ଗରିଆ । କୋଭିଡ ଟିକାକରଣ ପାଇଁ ସଚେତନତା ଆଣି ପ୍ରଶଂସିତ ହୋଇଛନ୍ତି । ରାୟଗଡ ଜିଲାର ଦୁର୍ଗମ ନିୟମଗିରି ପାର୍ବତମାଳା । କରୋନା ମାହାମାରୀ ସମୟରେ ନିଜ ଜୀବନଶୈଳିରେ ଜିଇଁଆସୁଥିବା ଆଦିମ ଅଧିବାସୀଙ୍କ ପାଇଁ ସରକାର ଉଦବେଗ ପ୍ରକାଶ କରିଥିଲେ । ବସ୍ତୁପୂଜା କରିଆସୁଥିବା ଡଙ୍ଗରିଆ ଜନଜାତୀଙ୍କୁ ଟିକାକରଣ ସରକାରଓ ଜିଲ୍ଲା ପ୍ରଶାସନ ପାଇଁ ଥିଲା ଏକ ବଡ ଚ୍ୟାଲେଞ୍ଜ । ଏହି ସମୟରେ ଟିକାକରଣ ପାଇଁ ସଚେତନ କରାଇଥିଲେ ୪ ଡଙ୍ଗରିଆ ଯୁବତି । ଗୀତା ୱାଡେକା, ରିଞ୍ଜ ୱାଡେକା, ସମିତା ୱାଡେକା, ଏବଂ ମୁମିତା ୱାଡେକା ୪ଜଣ ଯୁବତୀ କୋଭିଡ ଟିକାକରଣ ପାଇଁ

ସଚେତନତା ଆଣି ୪ଡଙ୍ଗରିଆ ଯୁବତୀ ୟୁନିସେଫ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ଡାକ୍ତରୀ ଦଳ ଯେତେବେଳେ ନିୟମଗିରିରେ ପହଞ୍ଚ ିଥିଲେ ସେଠାକାର ଅଧିବାସୀଙ୍କ ଦ୍ୱାରା ତୀବ୍ର ବିରେଧ କରାଯାଇଥିଲା । ନିୟମରାଜାର ସନ୍ତାନଙ୍କୁ କୌଣସି ରୋଗ ଛୁଇଁପାରିବ ନାହିଁ ବୋଲି ଡକ୍ତରୀଦଳକୁ ଫେରାଇଦେଇଥିଲେ । ପରେ ଏହି ୪ଜଣ ଯୁବତୀ ପାହାଡ ଉପତ୍ୟାକାର ଗାଁକୁ ଗାଁ ବୁଲି ଲୋକଙ୍କ ମନରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଘରଘର ବୁଲି ଲୋକଙ୍କୁ ସଚେତନ କରାଇ ଟିକାକରଣ ଆଡକୁ ମୁହାଇଁଥିଲେ ।

ପରିଣାମ ସ୍ୱରୁପ ନିୟମଗିରି ପାହାଡ ଉପରେ ରହୁଥିବା ବସ୍ତିମାନଙ୍କରେ ଶତପ୍ରତିଶତ ଟିକାକରଣ ହୋଇପାରିଥିଲା । ଟିକାକରଣ ପାଇଁ ସେମାନଙ୍କ ଅବଦାନ ଅତୁଳନୀୟ ଏହା ଅନୁଭବ କରିବା ପରେ ୟୁନିସେଫ ଦ୍ୱାରା ବିଭିନ୍ନ ସମାଜିକ ଗଣମାଧ୍ୟମରେ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା