Masthead

ଭୋଟ ଦେଇଛନ୍ତି ଆଇନଜୀବୀ । ବାଛା ହେବେ ବାର କର୍ମକର୍ତା

କଟକ (ବଡ଼ ଖବର ବ୍ୟୁରୋ):ଭୋଟ ଦେଇଛନ୍ତି ଆଇନଜୀବୀ । ବାଛା ହେବେ ବାର କର୍ମକର୍ତା । ରାଜ୍ୟର ୧୫୩ଟି ବାର ଆସୋସିଏସନର ଭୋଟ ଗ୍ରହଣ ପରେ ଚାଳିଛି ଗଣତି। ୩୩ ହଜାର ୪୩୪ ଆଇନଜୀବୀ ମତଦାନରେ ସାମିଲ ହୋଇଥିଲେ । । ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ଚାଲିଥିଲା ମତଦାନ ଚାଲିଥିଲ । ହାଇକୋର୍ଟ ବାର ଆସୋସିଏସନର ମୋଟ ୪ହଜାର ୨୯୭ ଭୋଟରଙ୍କ ମଧ୍ୟରୁ ୩୦୫୫ ଜଣ ମତ ସାବ୍ୟସ୍ତ କରିଛନ୍ତି ।

ହାଇକୋର୍ଟ ବାର ଆସୋସିଏନ ହଲରେ ୩୭ଟି ବୁଥରେ ହୋଇଥିଲା ଭୋଟ ଗ୍ରହଣ । ଭୋଟଗ୍ରହଣ ଶେଷ ହେବାର ଏକ ଘଂଟା ପରେ ଭୋଟ ଗଣତି ଆରମ୍ଭ ହୋଇଛି । ବୟସାଧିକ ଆଇନଜୀବୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସେମାନେ ନିଜ ଘରେ ଭୋଟ ଦେଇଥିଲେ । କଟକ ବାର ଆସୋସିଏନ ପକ୍ଷରୁ ୪ ଜଣ ସଭାପତି, ୩ ଜଣ ଉପସଭାପତି, ୭ ଜଣ ସମ୍ପାଦକ, ୩ ଜଣ ଯୁଗ୍ମ ସମ୍ପାଦକ ପଦ ପାଇଁ ନିର୍ବାଚନ ଲଢୁଛନ୍ତି । ଓଡ଼ିଶାର ସୁପରିଚିତ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ସଭାପତି ପଦ ପାଇଁ ନିର୍ବାଚନ ଲଢୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା