Masthead

ଯେବେ ରାଘବଙ୍କୁ ଭେଙ୍କେୟା କହିଥିଲେ ପ୍ରେମର କଥା..

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଆପ ସାଂସଦ ରାଘବ ଚଢା ଓ ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ସରିଛି ନିର୍ବନ୍ଧ । ଦୀର୍ଘ ଦିନ ପ୍ରତୀକ୍ଷା ପରେ ଦୁହିଁଙ୍କ ନିର୍ବନ୍ଧ ରୀତିନୀତିରେ ସମ୍ପର୍ଣ୍ଣ ହୋଇଛି । ଆପ ନେତା ରାଘବ ଦେଢ ବର୍ଷ ପୂର୍ବେ ରାଜ୍ୟସଭା ସାଂସଦ ହୋଇଥିଲେ । ସାଂସଦ ଭାବେ ରାଘବଙ୍କ ପ୍ରଥମ ଦିନ ତକ୍ରାଳୀନ ଉପରାଷ୍ଟ୍ରପତି ଭେଙ୍କୟା ନାୟଡ଼ୁଙ୍କ ବିଦାୟକାଳୀନ ଅଧିବେଶନ ଥିଲା । ଏହି ବିଦାୟକାଳୀନ ଅଧିବେଶନରେ ନାଇଡୁ ଓ ରାଘବ ପରସ୍ପରକୁ ଖୁବ ପ୍ରଶଂସା କରିଥିଲେ ।

ରାଘବ କହିଥିଲେ ପ୍ରତ୍ୟେକ ଲୋକଙ୍କର ସେମାନଙ୍କ ଜୀବନର ପ୍ରଥମ ସବୁ ଜିନଷ ମନେ ରହିଥାଏ । ସ୍କୁଲର ପ୍ରଥମ ଦିନ, ପ୍ରଥମ ଶିକ୍ଷିକ ଆଉ ପ୍ରଥମ ପ୍ରେମ । ରାଘବଙ୍କ ଏହି କଥା ପରେ ନାଇଡ଼ୁ ରାଘବଙ୍କୁ ପ୍ରେମ ଉପରେ ଶିକ୍ଷା ଦେଇଥିଲେ । ସେ କହିଥିଲେ ରାଘବ ମୁଁ ଭାବୁଛି ପ୍ରେମ କେବଳ ଥରେ ହୁଏ । ଥରେ.. ଦୁଇଥର….ତିନି ଥର ଏମିତି ହୁଏ କି? ପ୍ରଥମ ପ୍ରେମ ହିଁ ପ୍ରେମ ହୋଇଥାଏ । ଯାହାକୁ ନେଇ ରାଘବ କହିଥିଲେ ମୋର ଏଯାଏଁ ଅଭିଜ୍ଞତା ହୋଇନି । କିନ୍ତୁ ଏହା ଭଲ ଅଟେ । ତାଙ୍କ ଉତ୍ତରରେ ନାଇଡ଼ୁ କହିଥିଲେ ପ୍ରଥମ ପ୍ରେମ ପ୍ରେମ ହୋଇଥାଏ ଆଉ ଏହା ଜୀବନ ସାରା ରହିବା ଦରକାର । ଯାହାର ଭିଡିଓ ସେବେ ଭାଇରାଲ ହୋଇଥିଲା ଆଉ ଏବେ ବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼