Masthead

ଭୟଙ୍କର ଟ୍ରେନ୍ ଦୁର୍ଘଟଣା

ସୋର(ବଡ଼ ଖବର ବ୍ୟୁରୋ): ନିର୍ଦ୍ଧାରିତ ସମୟରେ ବାଲେଶ୍ୱର ଷ୍ଟେସନ ଛାଡିଥିଲା କରମଣ୍ଡଳ । ଦ୍ରୁତ ଗତିରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡିଚାଲିଥିଲା ଟ୍ରେନ୍ । ସମୟ ସଂଧ୍ୟା ୬.୩୦ । ବାହାନଗା ଷ୍ଟେସନ୍ ଅତିକ୍ରମ କରୁଥିବା ବେଳେ ଏକ ମାଲବାହୀ ଟ୍ରେନକୁ ଦେଇଥିଲା ଧକ୍କା । ଧକ୍କା ଏତେ ଜୋରଥିଲା ଯେ କରମଣ୍ଡଳ ଟ୍ରେନର ଇଞ୍ଜିନ ସହ କିଛି ବଗି ଡାଉନ୍ ଲାଇନରେ ପଡିଯାଇଥିଲା । ଠିକ୍ ଏହି ସମୟରେ ହାୱଡ଼ା ଅଭିମୁଖେ ମାଡି ଆସୁଥିଲା ସୁପରଫାଷ୍ଟ ସାଲିସାର ଏକ୍ସପ୍ରେସ୍ ।

କରମଣ୍ଡଳର ପଡିଥିବା ବଗି ଉପରେ ଚଢି ସାଲିମାର ମଧ୍ୟ ହୋଇଥିଲା ଲାଇନଚୁ୍ୟତ । ହଠାତ୍ କାନ୍ଦ ବୋବାଳିରେ ଫାଟି ପଡିଥିଲା ସମଗ୍ର ଅଞ୍ଚଳ । ଦୁର୍ଘଟଣାର ଶବ୍ଧ ଏତେ ଜୋର ଥିଲା ଯେ ପାୟ କିଲୋମିଟର ଦୂରକୁ ଶୁଭିଥିଲା । ଖବର ପାଇ ଘଟଣାସ୍ଥଳକୁ ଦୌଡି ଆସିଥିଲେ ସ୍ଥାନୀୟ ଲୋକେ । ବିଜୁଳି ବେଗରେ ବ୍ୟାପିଯାଇଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ