ବାହାନଗାରେ ସିବିଆଇ ଟିମ By Bada Khabar Bureau Last updated Jun 6, 2023 0 14 Share ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି ବାଲେଶ୍ୱରରେ ସିବିଆଇ ଟିମ । ଦୁର୍ଘଟଣାସ୍ଥଳରେ ତଦନ୍ତ କରୁଛି ସିବିଆଇ ଟିମ । ୨ରୁ ଅଧିକ ସିବିଆଇ ଟିମ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା । 0 14 Share