Masthead

ଖାଦ୍ୟରେ ଏହିସବୁ ପରିବର୍ତ୍ତନ, ସୁରକ୍ଷିତ ଆପଣଙ୍କ ଜୀବନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରକ୍ତ ଆମ ଶରୀରର ପ୍ରତ୍ୟକ ଅଙ୍ଗକୁ ଅକ୍ସିଜେନ ଓ ପୋଷକ ତତ୍ୱ ପହଂଚାଇ ଥାଏ । ଯାହା ଦ୍ୱାରା ଶରୀର ଠିକ ଭାବେ କାମ କରିପାରିବ । ରକ୍ତର ଅଭାବ ଆପଣଙ୍କ ଶରୀରକୁ ଦୁର୍ବଳ କରିଥାଏ । ଆମେ ଆପଣଙ୍କୁ କିଛି ଏଭଳି ଫଳ ସମ୍ବନ୍ଧରେ ଜାଣନ୍ତୁ ଯାହା ଆପଣଙ୍କ ଶରୀରରେ ରକ୍ତର ଅଭାବକୁ ଦୂର କରିପାରିବ । ଡାଳିମ୍ବ, ବିଟ ଓ ଟମାଟର ଶରୀରରେ ରକ୍ତ ବଢାଇବାରେ ସାହାଯ୍ୟ କରନ୍ତି ଆପଣ ଏହାକୁ କଞ୍ଚା ଖାଇପାରିବେ ଓ ଜୁସ କରି ମଧ୍ୟ ପିଇପାରିବେ । ଏହା ଆପଣଙ୍କ ଶରୀରରେ ନୂତନ ରକ୍ତ ତିଆରି କରିବାରେ ସାହାଯ୍ୟ କରିଥାଏ ।

ହିମୋଗ୍ଲୋବିନର ଅଭାବକୁ ଦୂର କରିବା ପାଇଁ ଡାଲି ଓ ସବୁଜ ପରିବା ଖାଇବା ନିହାତି ଆବଶ୍ୟକ । ଶରୀରରେ ଆଇରନର ଅଭାବକୁ ଦୂର କରିବା ପାଇଁ ଆପଣଙ୍କୁ ଡାଏଟରେ ଡ୍ରାଏ ଫ୍ରୁଟସକୁ ସାମିଲ କରିବା ଆବଶ୍ୟକ । ରକ୍ତର ମାତ୍ରା ବଢାଇବା ପାଇଁ ଭିଟାମିନ-ଏ ରେ ଭରପୁର ସୂର୍ଯ୍ୟମୁଖୀର ମଞ୍ଜି, ବାଦାମ, ବିଟ ଓ କଖାରୁ ଖାଇବା ଆବଶ୍ୟକ । ଶରୀରରେ ଆାଇରନ ପ୍ରସ୍ତୁତ କରିବା ପାଇଁ ‘ଭିଟାମିନ-ସି’ ଆବସ୍ୟକ ଅଟେ । ତେଣୁ ଲେମ୍ବୁ କମଲା କ୍ୟୁଇ ଭଳି ଫଳ ଖାଇବା ଆବଶ୍ୟକ । ଏହିଭଳି କିଛି ପରିବର୍ତ୍ତନ ଆପଣଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା