Masthead

ନନ୍ଦନକାନନରୁ ଜୀବଯନ୍ତୁ ଗଲେ ଚନ୍ଦକା

ବାରଙ୍ଗ (ବଡ଼ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀଉଦ୍ୟାନରୁ ୬୦ଟି ତୃଣଭୋଜି ପ୍ରାଣିଙ୍କୁ ଚନ୍ଦକା ଡମପଡା ଅଭୟାରଣ୍ୟରେ ଛଡାଯାଇଛି । ଅଭୟାରଣ୍ୟର ୪ଟି ରେଞ୍ଜରୁ ୩ଟି ରେଞ୍ଜ ଭୂବନେଶ୍ୱର ଭରତପୁର ରେଞ୍ଜ, ଡମପଡ଼ା ରେଞ୍ଜ, ହଳଦିଆ ରେଞ୍ଜରେ ଛଡାଯାଇଛି । ନନ୍ଦନକାନନର ତୃଣଭୋଜି ପ୍ରାଣୀଙ୍କ ଖୁଆଡ଼ ଓ ସଫାରି ପରିସୀମା କମ ଥିବାରୁ, ଏବଂ ଏମାନଙ୍କ ବଂଶ ବୃଦ୍ଧି କରିବା ଲାଗି, ଜଙ୍ଗଲ ଶୁଶୋଭିତ ଲାଗି ଚନ୍ଦକା ଜଙ୍ଗଲକୁ ଛଡାଯାଇଛି । ଖୋଲା ମେଲାରେ ବିଚରଣ କରିପାରିବେ ଓ ବଂଶ ବୃଦ୍ଧି ଘଟିବ ବୋଲି କୁହାଯାଇଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନ କତୃପକ୍ଷଙ୍କ ସହ ଚନ୍ଦକା ଡମପଡା ଅଭୟାରଣ୍ୟ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?