Masthead

ଫ୍ୟାନ୍ସଙ୍କ ଆକ୍ସନ କାର୍ଡୀ-ବିଙ୍କ ରିଆକ୍ସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିକଟରେ ଏକ ଖବର ସାମ୍ନାକୁ ଆସିଛି ଯେ ହଲିଉଡ ଗାୟୀକା କାର୍ଡୀ-ବିଙ୍କ କନସର୍ଟ ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଡ୍ରିଙ୍କ ଫୋପାଡିଥିଲେ । ଯାହା ପରେ ଗାୟୀକା ଜଣକ ରାଗିଯାଇ ତାଙ୍କ ଉପରକୁ ମାଇକ ଫୋପାଡିଥିଲେ । ଘଟଣାର ଭିଡିଓଟି ଭାଇରାଲ ହେବା ପରେ କାର୍ଡି-ବି ଏବେ ଚର୍ଚ୍ଚାରେ ଅଛନ୍ତି ।

ପୋଲିସ ଏହି ମାମଲାରେ ତନାଘନା ଜାରି କରିଛି ବୋଲି କୁହାଯାଉଥିବା ବେଳେ ଗୁରୁବାର ଦିନ ପୋଲିସ କହିଛି ଯେ ମାମଲାର ତଦନ୍ତ ବନ୍ଦ ହୋଇସାରିଛି ମାତ୍ର ଆଜି ଏହି ମାମଲାରୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ପରେ ଏବଂ ଓକିଲ ସଂଘର ପରାମର୍ଶ କ୍ରମେ ପ୍ରମାଣ ଅଭାବରୁ ଏହି ମାମଲା ବନ୍ଦ ହୋଇଯାଇଛି । ଏହି ମାମଲାରେ କୌଣସୀ ଅଭିଯୋଗ ଦାଖଲ କରାଯାଇ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ