Masthead

ଆମେରିକା-ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ); ଲାଲ ସାଗରରେ ଆମେରିକୀୟ ଟ୍ୟଙ୍କର ଉପରେ ଇରାନ ଦଖଲ କରିବା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଇରାନର ଏହି ପଦକ୍ଷେପର ଜବାବ ଦେବାକୁ ୩୦୦୦ରୁ ଉର୍ଦ୍ଧ ଆମେରିକୀୟ ନୌସେନା ଦୁଇ ଯୁଦ୍ଧପୋତରେ ଲାଲ ସାଗରରେ ପହଞ୍ଚିଛନ୍ତି । ଆମେରିକାର ନୌସେନାର କହିବା ମୁତାବିକ ଯେ ଦେଶର ନାଭିକ ଏବଂ ନୌସେନା ପୂର୍ବ ନିର୍ଦ୍ଧାରିତ ମୁତୟନ ଅନୁସାରେ ସୁଏଜ କେନାଲ ଦେଇ ଲାଲ ସାଗରରେ ପ୍ରବେଶ କରିଛି । ଇରାନ ମଧ୍ୟ ଧମକ ଦେଇଛି , ସେ ଆମେରିକାର ଯେକୌଣସି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ।

ଇରାନ ଲାଲ ସାଗରର ନିକଟବର୍ତ୍ତୀ ଅଂଚଳରେ ନିଜ ନୌସେନାକୁ ହାଇ ଆଲର୍ଟ କରିଛି । ଆମେରିକାର ନୌସେନାର ପଂଚମ ଜାହାଜର ମୁଖପାତ୍ର କହିଛନ୍ତି, ଆମେରିକୀୟ ନୌସେନାର ଯବାନ ଦୁଇଟି ଯୁଦ୍ଧପୋତରେ ଲାଲ ସାଗରରେ ପହଞ୍ଚିଛନ୍ତି । ଏହି ଦୁଇ ଯୁଦ୍ଧପୋତ ଏବଂ ୩୦୦୦ରୁ ଅଧିକ ନୌସନିକ ସେଠାରେ ପଂହଚିବା ପରେ ଲାଲ ସାଗରରେ ଆମେରିକାର ଶକ୍ତି ଦୃଢିଭୂତ ହୋଇଛି । ଇରାନ ଗତ ଦୁଇ ବର୍ଷରେ ଏହି କ୍ଷେତ୍ରରେ ପ୍ରାୟ ୨୦ ଅନ୍ତର୍ଜାତୀୟ ପତାକା ଥିବା ଜାହାଜକୁ ଜବତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ