Masthead

ରାଜ୍ୟସଭାରେ ବର୍ଷିଲେ କଂଗ୍ରେସ ନେତା ମଲ୍ଲିକାଜ୍ଜୁର୍ନ ଖଡଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜ୍ୟସଭାରେ ବି ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ଘଟଣାରେ ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି ଅଧୀର ରଞ୍ଜନ କୌଣସି ଭୁଲ କଥା କହି ନାହାଁନ୍ତି । ତାଙ୍କୁ ଯେଉଁ ଭଳି ଭାବେ ନିଲମ୍ବନ କରାଗଲା ଏହା ଉଚିତ୍ ନୁହେଁ । ମଲ୍ଲିକାଜ୍ଜୁର୍ନ କହିଛନ୍ତି ଯେ ଆପଣ ଆମ ନେତାଙ୍କୁ ନିରବ ମୋଦୀଙ୍କ ନାମ ନେଇଥିବାରୁ ନିଲମ୍ବନ କରିଛନ୍ତି, ଏତେ ଛୋଟ ମାମଲାରେ ନିଲମ୍ବିତ କିଏ କରେ ?

ଗୃହରେ ବିତର୍କ ସମୟରେ ଯଦି ଜଣେ ସଦସ୍ୟ ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରନ୍ତି ତେବେ ତାଙ୍କୁ ସେଠାରେ ବାଧା ଦିଆଯିବା ଉଚିତ। ତାଙ୍କ କଥା ଉପରେ ଆପତ୍ତି ମଧ୍ୟ ଉଠାଯାଇପାରେ କିନ୍ତୁ ଆପଣ ଆମ ନେତାଙ୍କୁ ଲୋକସଭାରେ ନିଲମ୍ବିତ କରିଛନ୍ତି। ନିରବ ଅର୍ଥ ଶାନ୍ତ । କିନ୍ତୁ ତାଙ୍କୁ ଏତେ ଛୋଟ ପ୍ରସଙ୍ଗରେ ନିଲମ୍ବିତ କରିବା ଠିକ ନୁହେଁ । ଏତେ ଛୋଟ କଥାରେ କିଏ ସସପେଣ୍ଡ କରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି