Masthead

ବିଶ୍ୱକୁ ନୂଆ ବିପଦ ଇଜି.୫ ଭାରିଆଣ୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କାୟା ମେଲାଉଛି ଇଜି .୫ ବା ଏରିସ ଭରାରିଅଣ୍ଟ । ଏହା ବିଭିନ୍ମ ଦେଶକୁ ବ୍ୟାପି ସାରିଲାଣି । ଗତ ଫେବୃୟାରୀରେ ଇଣ୍ଡୋନେସିଆରୁ ପ୍ରଥମ କେସ୍ ଚିହ୍ନଟ ହୋଇଥିଲା ।ବ୍ରିଟନର ଦ୍ରୁତ ସଂକ୍ରମଣ ପଛରେ ରହିଛି ଏରିସ । ଆମେରିକାରୁ ଇଜି.୫ ଭାରିଆଣ୍ଟ କେସ ଅଧିକ ଚୀହ୍ନଟ ହେଉଛି । ଏରିସ ଭାରିଆଣ୍ଟ ଯୋଗୁଁ ବିଶ୍ୱରେ ବଢୁଛି କୋରନା କେସ୍ । ୫୧ଟି ଦେଶରୁ ଚିହ୍ନଟ ହେଲେଣି ଇଜି.୫ ସଂକ୍ରମିତ । ଜୁଲାଇ ୧୦ରୁ ଅଘଷ୍ଟ ୬ ଭିତରେ ବିଶ୍ୱରେ ୧୫ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଯାହା ଗତ ୨୮ ଦିନ ତୁଳନାରେ ୮୦% ଅଧିକ । ଆମେରିକା ସମେତ କାନାଡ଼ା, ଜାପାନ, ଦକ୍ଷିଣ କୋରିଆ, ଚୀନ୍ ଭଳି ଅନ୍ୟ ୫୧ଟି ଦେଶରୁ ଚିହ୍ନଟ ହୋଇଛି ଇଜି.୫ କେସ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ