Masthead

ଶକ୍ତିମନ୍ତ୍ରୀ ଉଦଘାଟନ କଲାପରେ ବି ଗ୍ରାମକୁ ଆସିଲା ନାହିଁ ବିଜୁଳି

ଦଶପଲ୍ଲା(ବଡ଼ ଖବର ବ୍ୟୁରୋ): ଭୋଟ ପାଇଁ ଶକ୍ତି ମନ୍ତ୍ରୀଙ୍କ ମିଛ ଭାଷଣ । ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ,ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ସମେତ ନିର୍ବାଚନ ମଣ୍ଡଳୀର ସରପଞ୍ଚ ସମିତି ମେମ୍ବର ଉପସ୍ଥିତ ରହି ୩୩/୧୧ କେଭି ଶବ୍ ଷ୍ଟେସନର ଉଦଘାଟନ କରାଯାଇଥିଲା । ଦଶପଲ୍ଲା ଅଞ୍ଚଳ ଦୀର୍ଘବର୍ଷ ଧରି ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ବାଣିଗୋଛ ଥାନା ଅଧୀନସ୍ଥ ତାକୁଡା ଠାରେ ଏହି ଉଦଘାଟନ କରାଯାଇଥିଲା ।

ମନ୍ତ୍ରୀ ପ୍ରତାପ ଦେବ ଓ ବିଧାୟକ ରମେଶ ଚନ୍ଦ୍ର ବେହେରା ଭାଷଣରେ କହିଥିଲେ ଯେ ତାକୁଡା ଠାରୁ ୬୦ କିଲୋମିଟର ପର୍ଯ୍ୟନ୍ତ ଆଉ ବିଦ୍ୟୁତ ସମସ୍ୟା ହେବ ନାହିଁ । କିନ୍ତୁ ବାସ୍ତବରେ ଉଦଘାଟନକୁ ୯ ଦିନ ଅତିକ୍ରମ କରିଥିଲେ ମଧ୍ୟ କୌଣସି ସୁବିଧା ପାଉନାହାନ୍ତି ଉପଭୋକ୍ତା । ଆଗରୁ ଭଲ ଥିଲା । ଏବେ କମ୍ପାନୀ ଆମକୁ ବିଦ୍ୟୁତ ନଦେଇ ଶୋସୁଚି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ