Masthead

ପଞ୍ଚାୟତ ଅଫିସରେ ବଟି ଆଦାୟ

ଜଟଣୀ, (ବଡ଼ ଖବର ବ୍ୟୁରୋ): ଦାଦାଙ୍କୁ ସାବାଡ଼ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ‘ଦାଦା ବଟିକୁ ନା’ ଅପରେସନ ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟରେ ଭୁବନେଶ୍ୱର ଓ କଟକର ବହୁ ଦାଦାଙ୍କୁ ଗିରଫ କରିଛି ପୋଲିସ । ଜଟଣୀ ଜାମୁକୋଳି ପଞ୍ଚାୟତ ଅଫିସରେ କିନ୍ତୁ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ ।

ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଡବା ରଖାଯାଇ ଦଶହରା ଭେଟି ମଗାଯାଉଛି । ଯେଉଁଥିରେ ଲେଖା ଅଛି ଯେ ‘ପଞ୍ଚାୟତ ପିଅନକୁ ଦଶହରା ଭେଟି’ । ବିଭିନ୍ନ କାମରେ ପଞ୍ଚାୟତକୁ ଆସୁଥିବା ଲୋକଙ୍କଠାରୁ ଆଦାୟ କରାଯାଉଛି ବଟି । ଏ ସମ୍ପର୍କରେ ଜଟଣୀ ବିଡିଓ ସରୋଜ କୁମାର ରାଉତ କହିଛନ୍ତି ଯେ ସେ କିଛି ଜାଣିନାହାଁନ୍ତି । ଯଦି ସତ ହୋଇଥାଏ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି