ସାରାବଙ୍ଗରେ ମାଓ ପୋଷ୍ଟର ରାଜ୍ୟ By Bada Khabar Bureau Last updated Dec 2, 2023 Share FacebookTwitterWhatsAppEmailTelegramPrint Related Posts ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ ନୂଆପଡା (ବଡ଼ ଖବର ବ୍ୟୁରୋ): ନୂଆପଡା ଥନା ସାରାବଙ୍ଗରେ ମାଓ ପୋଷ୍ଟର। ଆଜି ସକାଳୁ ସାରାବଙ୍ଗ ପୋଖରୀ ନିକଟରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟରକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ପୋଷ୍ଟରଟିକୁ ବିଳମ୍ବିତ ରାତିରେ ମରାଯାଇଥିବା ଅନୁମାନ କରାଯାଉଛି। Share