Masthead

ଜର୍ସିରେ ବାଇଜୁ ବଦଳରେ ନଜର ଆସିବ ଡ୍ରିମ ୧୧

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଆଇସିସି କ୍ରିକେଟ୍ ୱାଲ୍ଡକପ୍ ପୂର୍ବରୁ ବିସିସିଆଇର ବଡ ପରିବର୍ତ୍ତନ । ଫାଣ୍ଟେସି ଗେମିଂ ପ୍ଲାଟଫର୍ମ ଡ୍ରିମ୍ ୧୧ ବାଇଜୁର ସ୍ଥାନ ନେବ । ଇଣ୍ଡିଆ ବନାମ ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ବାଇଜୁ ବଦଳରେ ଡ୍ରିମ୍ ୧୧ ଭାରତର ନୂଆ କ୍ରିକେଟ୍ ଦଳକୁ ପ୍ରାୟୋଜିତ କରିବାକୁ ଯାଉଛି । ଏବଂ ବିସିସିଆଇ ଭାରତୀୟ କ୍ରିକେଟ୍ ଦଳର ଅଫିସିଆଲ୍ ଜର୍ସି ପ୍ରଯୋଜକ ଭାବରେ ADIDASକୁ ନିଯୁକ୍ତ କରିଛି । WTC ଫାଇନାଲ୍ ପୂର୍ବରୁ ଅଫିସିଆଲ୍ କିଟ୍ ପ୍ରଯୋଜକ ଭାବରେ ADIDASକୁ ବିସିସିଆଇ ସାମିଲ କରିଥିଲା ।

ADIDAS ପୂର୍ବରୁ ନାଇକ୍ ବୋର୍ଡ ଜର୍ସି ତିଆରି କରୁଥିଲା । ବିସିସିଆଇର ମିଳିଥିବା ସୂଚନା ମୁତାବକ, ଟିମ୍ ଇଣ୍ଡିଆ ଜର୍ସିରେ ଏହି ନୂଆ ଲୋଗା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରୁ ଦେଖିବାକୁ ମିଳିବ । ଏହି ସିରିଜରେ ଭାରତ ଦୁଇଟି ଟେଷ୍ଟ, ତିନିଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଆସନ୍ତା ଜୁଲାଇ ୧୨ ରୁ ଆରମ୍ଭ ହେବାକୁ ଥିବାବେଳେ, ଏହି ସିରିଜରୁ ହିଁ ଟିମ୍ ଇଣ୍ଡିଆ ଜର୍ସିରେ ଡ୍ରିମ୍ ୧୧ ଲୋଗୋ ନଜର ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼