Masthead

ଅଗଷ୍ଟ ୧ରୁ ଡ୍ରାଇଭର ମହାସଂଘର ଅଖଚକ ବନ୍ଦ !

ବଡ଼ ଖବର ବ୍ୟୁରୋ(ବଡ଼ ଖବର): ପୁଣି ଆନ୍ଦୋଳନ କରିବ ଡ୍ରାଇଭର ମହାସଂଘ । ଅଗଷ୍ଟ ୧ ରୁ ସାରା ରାଜ୍ୟରେ ଅଖଚକ ବନ୍ଦ କରିବ ସଂଘ । ସରକାରଙ୍କୁ ଚେତାବନୀ ଦେଲା ଡ୍ରାଇଭର ଏକତା ମହମଞ୍ଚ। କଲ୍ୟାଣ ବୋର୍ଡ ଗଠନ ସହ ଦାବୀ ପୂରଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁନଥିବା ହେତୁ ଚରମ ନିଷ୍ପତ୍ତି ନେଇଛି ମହାସଂଘ । ସରକାର ବାରମ୍ବାର ତାରିଖ ବଦଳାଉଥିବାରୁ ଅସନ୍ତୋଷ ବୃଦ୍ଧି ପାଉଥିବା କହିଛି ଡ୍ରାଇଭର ମହାସଂଘ ।

ଆସନ୍ତା କାଲି ଠାରୁ ୩୦ ଜୁଲାଇ ଯାଏ ଲୋୟର ପିଏମଜିରେ ଧାରଣାରେ ଧାରଣା ଦେବ ବୋଲି କହିଛି ଡ୍ରାଇଭର ମହାସଂଘ । ଧାରଣା ସମୟ ଭିତରେ ସରକାର ଦାବୀ ଉପରେ ବିଚାର ନକଲେ ଅଗଷ୍ଟ ୧ ରୁ ଚକ ଅଖ ବନ୍ଦ କରିବ ବୋଲି ଚେତାବନି ଦେଇଛନ୍ତି ମହାସଂଘ । ଏହି ଧାରଣାରେ ସାରା ରାଜ୍ୟର ଡ୍ରାଇଭର ସାମିଲ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇଛି ଡ୍ରାଇଭର ଏକତା ମହମଞ୍ଚ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ