Masthead

ସ୍ୱାଭିମାନ ଅଞ୍ଚଳରେ ‘ମୁଁ ତୋ ଦିୱାନା ‘

ମାଲକାନାଗିରି(ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲାର ପ୍ରକୃତିର ସୁନ୍ଦରତା ଏବେ ଫିଲ୍ମ, ଆଲବମ ସୁଟିଂ ପାଇଁ ଟାଣୁଛି ପ୍ରଯୋଜକ, ନିର୍ଦେଶକଙ୍କୁ । ଏଇ ନିକଟରେ କିଚେକେଶ୍ୱରୀ ଫିଲ୍ମ ପକ୍ଷରୁ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଲୋକେସନରେ ସୁଟିଂ ହୋଇଛି ରୋମାଣ୍ଟିକ ମ୍ୟୁଜିକ ଭିଡ଼ିଓ ‘ମୁଁ ତୋ ଦିୱାନା’ । ଗୀତ ରଚନା ଶୁଭମ କରିଥିବାବେଳେ କଣ୍ଠଦାନ କରିଛନ୍ତି ରାମକୃଷ୍ଣ ଓ ରାନୁ । ଅଭିନୟ କରିଛନ୍ତି ରୁଦ୍ର(ମନ)ଓ ବାଲିମେଳାର ଝିଅ ଚୁଲବୁଲି ଶ୍ରେୟା । ନିର୍ଦେଶନା ଦେଇଛନ୍ତି ବିଟୁନ ଗୁରୁଜୀ । ମ୍ୟୁଜ଼ିକ ଭିଡ଼ିଓ ଟି ରିଲିଜ଼ ହୋଇଛି ୟୁଟୁବ ଚେନେଲରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା