Before Header

ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଜୟନାରାୟଣ ମିଶ୍ର

0 44

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରେଧୀ ଦଳ ନେତାଙ୍କ ଜବାବ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଲେ, କାହିଁକି ମୁଲତବି ପ୍ରସ୍ତାବକୁ ଆଗ୍ରହ୍ୟ କରାଗଲା । ବିରୋଧୀ ବିଧାୟକ କରିଥିବା ପ୍ରଶ୍ନର କାହିଁକି ମିଳିଲାନି ଉତ୍ତର? ରାଜ୍ୟ ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ ଜୟନାରାୟଣ ମିଶ୍ର । ବିରୋଧୀ ଦଳ ନେତା କହୁଥିବା ବେଳେ ତାଙ୍କ ମାଇକ ବନ୍ଦ କରିଦିଆଗଲା । ଯାହା କି ବିଧାନସଭା ଇତିହାସରେ ପ୍ରଥମ ଘଟଣା ।

ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁସୁଡି ପଡିଛି । ସରକାର ଉତ୍ତର ଦେବା ପାଇଁ ବାଧ୍ୟ । ଆମେ ଯେଉଁ ପ୍ରଶ୍ନ କରିଛୁ ତାହା ହେଉଛି ଲୋକଙ୍କ ପ୍ରଶ୍ନ । ଳୋକେ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଣଦେଖା କରୁଛନ୍ତି ବେଲି କହିଛନ୍ତି, ଜୟନାରାୟଣ ମିଶ୍ର ।

Leave A Reply

Your email address will not be published.