Masthead

ବଳଦ କାହାର ? ହେବ ଡିଏନ୍ଏ ଟେଷ୍ଟ

ମୁମ୍ବାଇ: ଏପର୍ଯ୍ୟନ୍ତ ମଣିଷଙ୍କ ଡିଏନଏ ଟେଷ୍ଟ ହେଉଥିବା ଶୁଣିଥିବେ,କିନ୍ତୁ ମହାରାଷ୍ଟ୍ରରେ ଗୋଟିଏ ବଳଦର ଡିଏନ୍ଏ ଟେଷ୍ଟ୍ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଗୋଟିଏ ବଳଦ ଉପରେ ମାଲିକାନା ଜାହିରକୁ ନେଇ ବିବାଦ ଦେଖାଦେବା ପରେ,ବଳଦର ଡିଏନଏ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ମହାରାଷ୍ଟ୍ରର ବୁଲଢାଣା ଅଞ୍ଚଳର ଅଟେ ।

ସୂଚନା ଅନୁସାରେ,ବୁଲଢାଣା ସହରରରେ ସେପ୍ଟେମ୍ବର ୯ ତାରିଖ ରାତିରେ କିଛି ଲୋକ ଗୋଟିଏ ବଳଦକୁ ଟାଣିନେଇଯାଉଥିବା ବେଳେ ସେହି ସମୟରେ ଅନ୍ୟ ଜଣେ ବ୍ୟକ୍ତି ରୋକିବା ସହ ବଳଦକୁ ନିଜର ବୋଲି କହିଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ତୁତୁ ମେମେ ଆରମ୍ଭ ହୋଇଯାଇଥିଲା । ଉଭୟ ବ୍ୟକ୍ତି ବଳକୁ ନିଜର ବୋଲି ଦାବି କରୁଥିବାରୁ ଶେଷରେ କଥା ଥାନାରେ ପହଞ୍ଚିଲା । ପୋଲିସ ମାମଲାର ସମାଧାନ କରିବାକୁ ନେଇ ଶେଷରେ ବଳଦର ଡିଏନଏ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଅଧିକାରୀ ବଳଦର ଡିଏନଏ ଟେଷ୍ଟ କରିବାକୁ ପଶୁ ବିଭାଗକୁ ଚିଠିଲେଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା