Masthead

ପ୍ରକାଶ ପାଇଲା ଇଣ୍ଡିଆନ ଜଷ୍ଟିସ ରିପୋର୍ଟ୍ ୨୦୨୨

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଲା ଇଣ୍ଡିଆନ ଜଷ୍ଟିସ ରିପୋର୍ଟ୍ ୨୦୨୨। ୪ଟି ଦିଗକୁ ନେଇ ରିପୋର୍ଟ ପ୍ରକାଶ। ପୋଲିସ, ଜୁଡ଼ିଶୀୟାରି, ପ୍ରିଯନ୍ ଆଣ୍ଡ ଲିଗାଲକୁ ନେଇ ରିପୋର୍ଟ ପ୍ରକାଶ ପାଇଛି। ଓଡ଼ିଶାର ନ୍ୟାୟ ପ୍ରଦାନର ସ୍ଥିତି ଦର୍ଶାଯାଇଛି। ଗତ ୫ବର୍ଷ ଭିତରେ ହାଇକୋର୍ଟରେ ୫୩ ପ୍ରତିଶତ କେସ ବାକି ରହିଛି। ୫ରୁ ୧୦ ବର୍ଷ ଭିତରେ ୨୫ ପ୍ରତିଶତ । ୧୦ରୁ ୨୦ ବର୍ଷ ଭିତରେ ୧୭ ପ୍ରତିଶତ ।

୨୦ବର୍ଷରୁ ଉର୍ଦ୍ଧ ସମୟ ମଧ୍ୟରେ ୪ ପ୍ରତିଶତ କେସ ଗଡୁଛି । ପୋଲିସ ବିଭାଗରେ କନେଷ୍ଟବଳ ସ୍ତରରେ ୧୩ ପ୍ରତିଶତ ପଦବୀ ଖାଲି ରହିଛି । ଅଫିସର ସ୍ତରରେ ୨୮ ପ୍ରତିଶତ ପଦ ଖାଲି ରହିଛି । ହାଇକୋର୍ଟ ଜଜ କ୍ଷେତ୍ରରେ ୩୩ ପ୍ରତିଶତ ପଦ ଖାଲି ରହିଛି। ଅତିରିକ୍ତ କୋର୍ଟ ଗୁଡ଼ିକରେ ଜଜ କ୍ଷେତ୍ରରେ ୨୦ପ୍ରତିଶତ ପଦ ଖାଲି ରହିଛି । ହାଇକୋର୍ଟରେ ଷ୍ଟାଫ ପଦ ୨୮ପ୍ରତିଶତ ଖାଲି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ