Masthead

ପୁଣି ଅଡୁଆରେ ସମୀର ଦାଶ, ସାଇବର ଥାନାରେ ଅଭିଯୋଗ କଲେ ଜ୍ୟୋସ୍ନାରାଣୀ

ନିମାପଡା(ବଡ଼ ଖବର ବ୍ୟୁରୋ): ବିଜେଡି ମହିଳା ନେତ୍ରୀ ଜ୍ୟୋସ୍ନାରାଣୀଙ୍କୁ ଆକ୍ରମଣ ପ୍ରସଙ୍ଗ । ସାଇବର ଥାନାକୁ ଲିଖିତ ଅଭିଯୋଗ ଜଣାଇଲେ ଜ୍ୟୋସ୍ନାରାଣୀ। ପସୋସିଆଲ ମିଡିଆ ଫେସବୁକରେ ଜ୍ୟୋସ୍ନାରାଣୀଙ୍କ ଫୋଟୋକୁ ନେଇ ଅଶ୍ଳୀଳ ଇଙ୍ଗିତ କରିବା ସହ ଭାଇରାଲ କରିବା ନେଇ ଅଭିଯୋଗ କରିଛନ୍ତି ଜ୍ୟୋସ୍ନାରାଣୀ ।ଏହାଦ୍ୱାରା ଜ୍ୟୋସ୍ନାରାଣୀଙ୍କ ମାନସିକ ଚା ପ ବୃଦ୍ଧି ପାଉଛି ବୋଲି ଜ୍ୟୋସ୍ନାରାଣୀ ଅଭିଯୋଗ କରିଛନ୍ତି ।ସମୀର ଦାସଙ୍କ ଇଙ୍ଗିତରେ କିଛି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଗତ ୯ ଅକ୍ଟୋବର ଓ ୧୧ ଅକ୍ଟୋବରରେ ଦୁଇ ଦୁଇ ଥର ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ଙ୍କୁ ଜନ ସମ୍ପର୍କ ପଦଯାତ୍ରା ସମୟରେ ଅଶ୍ଳୀଳ ଵ୍ୟଵହାର ସହ ଆକ୍ରମଣ କରିଥିଲେ ।୫ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପରେ ଶେଷରେ ଏତାଲା ରୁଜ୍ଜୁ କରିଥିଲା ନିମାପଡା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ