Before Header

ତାତିଲେ ସରପଞ୍ଚ, ଭାଙ୍ଗିଲେ ନାମ ଫଳକ

0 966

ନୀଳଗିରି (ବଡ଼ ଖବର ବ୍ୟୁରୋ): ତାତିଲେ ସରପଞ୍ଚ, ଭାଙ୍ଗି ଦେଲେ ନାମ ଫଳକ । ରାସ୍ତା ନିର୍ମାଣ ପାଇଁ ଫଳକ ଉଦଘାଟନ ବେଳେ ହାଇଡ୍ରାମା । ଫଳକରେ ନଥିବା ସରପଞ୍ଚଙ୍କ ନାଁ । ବିରୋଧ କରି ବିଧାୟକଙ୍କ ସାମ୍ନାରେ ଫଳକ ଭାଙ୍ଗିଲେ ସରପଂଚ । ନୀଳଗିରି ଗରଡିହି ପଂଚାୟତ କଳାକାଦ ଗାଁରେ ଦେଖାଦେଇଛି ଉତ୍ତେଜନା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ନୀଳଗିରି ୧୯ ନମ୍ୱର୍ ଜାତୀୟ ରାଜପଥ ଅବରୋଧ । ଫଳକରେ ସରପଞ୍ଚଙ୍କ ନା ନଥିବାରୁ ବିଧାୟକଙ୍କ ସାମ୍ନାରେ ଫଳକ ଭାଙ୍ଗି ଫିଙ୍ଗି ଦେଲେ ସରପଞ୍ଚ ।

Leave A Reply

Your email address will not be published.