Masthead

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଞ୍ଚରେ ମୁହାଁମୁହିଁ ହେଲେ ତାରା-ବଳଭଦ୍ର

ପରବ ମଞ୍ଚରେ ବିଜେପି ସାଂସଦ ବନାମ କଂଗ୍ରେସ ବିଧାୟକଙ୍କ ବାକଯୁଦ୍ଧ । ମଝିରେ ମୁଖ୍ୟମନ୍ତ୍ରୀ ଏପାଖେ ସେପାଖେ ବସିଥିଲେ ବଳଭଦ୍ର ମାଝୀ ଓ ତାରାପ୍ରସାଦ ବାହିନୀପତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ଅଞ୍ଚଳର ସମସ୍ୟାକୁ ନେଇ କଥା କଟାକଟି । କୌଣଷି ଏକ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥିବା ବେଳେ ବୁଝାଇଥିଲେ ସିଏମ । ଲୋକଲୋଚନରେ ଥିବା ନେତାଙ୍କ ଏମିତି ଲଢେଇ ହୁଏତ ପୂର୍ବରୁ ଦେଖିବାକୁ ମିଳିନଥିବ । କିଛି ସମୟ ପାଇଁ ବି ସମସ୍ତେ ତାଜୁବ ହୋଇଯାଇଥିଲେ । ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟସ୍ତତା କରିଥିଲେ । ଏଭଳି କେହି କେବେ ଦେଖି ନଥିବେ ।

ଦେଖିଲେ ତ କେମିତି ଯୁକ୍ତିତର୍କ ଚାଲିଥିଲା ଦୁଇ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ । କାହିଁକି ନା ଲୋକଙ୍କ ସମସ୍ୟା ସମାଧାନ କରିବାର ଆବଶ୍ୟକତା ରହିଛି । ଆଉ ଯେତେବେଳେ ପରବ ଭଳି ପର୍ବ ଚାଲିଛି ଠିକ୍ ଏତିକି ବେଳେ ନିଜ ନିଜର ଦବଦବା ଦେଖାଇବାକୁ ନିଶ୍ଚୟ ଚାହିଁଥିବେ ଦୁଇ ନେତା । ସମସ୍ୟା ଉଠାଇଲେ ଦୁଇ ଜଣ, ହେଲେ ସମାଧାନର ବାଟ କାଢିଲେ ମୁଖ୍ୟମନ୍ତ୍ରୀ । ଆରୋପ ପ୍ରତ୍ୟାରୋପ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଏଣ୍ଟ୍ରି ପରେ ପୁଣି ସୁରୁଖୁରୁରେ ଚାଲିଥିଲା କାର୍ଯ୍ୟକ୍ରମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ