Masthead

ମହାମାରୀ ପାଇଁ କମିଛି ୨ବର୍ଷ ଆୟୁ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମହାମାରୀ ଯୋଗୁଁ ଲୋକମାନଙ୍କ ଆୟୁଷ ଉପରେ ପ୍ରଭାବ ପଡ଼ିଛି । ଭାରତୀୟଙ୍କ ଆୟୁଷ ୨ ବର୍ଷ ହ୍ରାସ ପାଇଛି । ମୁମ୍ବାଇର (ଆଇଆଇପିଏସ୍) ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଫର ପପୁଲେସନ ଷ୍ଟଡ଼ିଜ୍ ପକ୍ଷରୁ କରାଯାଇଥିବା ଗବେଷଣାରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ଆଇଆଇପିଏସ୍ର ଆସିସଷ୍ଟାଣ୍ଟ ପ୍ରଫେସର ସୂର୍ଯ୍ୟକାନ୍ତ ଯାଦବ କହିଛନ୍ତି ।

ମହାମାରୀର ପ୍ରଭାବ ଭାରତୀୟଙ୍କ ଜୀବନଶୈଳୀ ଓ ଆୟୁଷ ଉପରେ ପଡ଼ିଛି । ଭାରତରେ ମହିଳା ଓ ପୁରୁଷଙ୍କ ଆୟୁଷ ହାରାହାରି ୨ ବର୍ଷ କମିଥିବା ବୈଜ୍ଞାନିକ ଆକଳନରୁ ଜଣା ପଡ଼ିଛି । ସୂଚନାନୁସାରେ, ୨୦୧୯ ରେ ପୁରୁଷମାନଙ୍କ ହାରାହାରି ଆୟୁଷ ୬୯.୬ବର୍ଷ ଏବଂ ମହିଳାଙ୍କ ହାରାହାରି ଆୟୁଷ ୭୨ ବର୍ଷ ରହଥିିଲା । ମାତ୍ର ୨୦୨୦ ରେ ମିଳିଥିବା ପରିସଂଖ୍ୟାନ ଅନୁସାରେ ଏହା ଯଥାକ୍ରମେ ୬୭.୫ବର୍ଷ ଓ ୬୯.୮ ବର୍ଷ ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା