Before Header

ଆଶାୟୀ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି କେବେ?

0 97

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାସ୍ତାକୁ ଓହ୍ଲାଇଲା ଆଶାୟୀ କନିଷ୍ଠ ଶିକ୍ଷକ ସଂଘ । ଦୀର୍ଘଦିନ ହେବ ଲୋଏର ପିଏମଜିରେ ଧାରଣ ଦେବା ପରେ ସଂଘ ଆଜି ବିଧାନସଭା ଘେରାଉ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ସରକାର ଏମାନଙ୍କୁ ନିଯୁକ୍ତି ଦେଇନାହାନ୍ତି ।

ଯାହାର ପ୍ରତିବାଦ କରି ସଂଘ ଆଜି ବିଧାନସଭା ଘେରାଉ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ହଜାର ହଜାର ସଂଖ୍ୟାରେ ଆଶାୟୀ ପ୍ରାର୍ଥ ବିକ୍ଷୋଭରେ ସାମିଲ ହୋଇଛନ୍ତି । ବର୍ଷାକୁ ଖାତିର ନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Leave A Reply

Your email address will not be published.