Masthead

ଏନଡିଏର ହାତ ଛାଡିଲା ଆରଏଲପି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନୂଆ କୃଷି ଆଇନ ଉପରେ ମୋଦୀ ସରକ।ରଙ୍କ ଆଭିମୁଖ୍ୟ ତଥ। ଚ।ଲିଥିବ। କୃଷକଙ୍କ ବିରୋଧକୁ ନେଇ ଅସନ୍ତୁଷ୍ଟ ହୋଇ ବିଜେପିର ସହଯୋଗୀ ର।ଷ୍ଟ୍ରୀୟ ଲୋକତାନ୍ତ୍ରୀକ ପ।ର୍ଟି (ଆରଏଲପି) ଆଜି ନୂତନ ପ୍ରସଙ୍ଗରେ ବିଜେପି ନେତୃତ୍ୱ।ଧୀନ ନ୍ୟ।ସନ।ଲ ଡେମୋକ୍ର।ଟିକ୍ ଆଲ।ଇନ୍ସ (ଏନଡିଏ) ଛ।ଡିବ।କୁ ଘୋଷଣ। କରିଛି।

ଏହି ଘୋଷଣ। କରି ଆରଏଲପି ମୁଖ୍ୟ ହନୁମ।ନ ବେନିୱ।ଲ କହିଛନ୍ତି, ମୁଁ ତିନିଟି କୃଷି ଆଇନକୁ ବିରୋଧ କରି ଏନଡିଏ ଛ।ଡିଛି। ଏହି ନିୟମ କୃଷକ ବିରୋଧୀ। ମୁଁ ଏନଡିଏ ଛ।ଡିଛି କିନ୍ତୁ କଂଗ୍ରେସ ସହ ମେଣ୍ଟ କରିବି ନ।ହିଁ ବୋଲି ସ୍ପଷ୍ଟ କରିଛନ୍ତି ଆରଏଲପି ମୁଖ୍ୟ ହନୁମ।ନ ବେନିୱ।ଲ । ନୂତନ କୃଷି ଆଇନ ପ।ଇଁ ଏନଡିଏ ଛ।ଡିବ। ପରେ ଅକ।ଳୀ ଦଳ ପରେ ର।ଷ୍ଟ୍ରିୟ ଲୋକତାନ୍ତ୍ରୀକ ପ।ର୍ଟି ବିଜେପିର ଦ୍ୱିତୀୟ ସହଯୋଗୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା