Masthead

କୋଭିଡ ମାର୍ଗଦର୍ଶିକା ପାଳନ କରିବା: ଡିଏମଇଟି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ ସଂକ୍ରମଣ ବଢିପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ ପାର୍ବଣ ମାସ ହୋଇଥିବାରୁ ଆମକୁ ସଚେତନ ଓ ସତର୍କ ରହିବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ ମାର୍ଗ ଦର୍ଶିକା ପାଳନ କରିବା ।

ସମସ୍ତେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପରିଧାନ କରିବା । ଭିଡକୁ ନଯିବା ଲାଗି ପରାମର୍ଶ ଦେଇଛନ୍ତି ଡିଏମଇଟି । ପାର୍ବଣ ପାଇଁ ଟେଷ୍ଟ , ଟ୍ରେସିଂ ଓ ଟ୍ରିଟମେଣ୍ଟ ର ସୁବିଧା କରାଯାଉଛି । ଯଦି କାହାର ଲକ୍ଷଣ ପ୍ରକାଶ ପାଉଛି ତେବେ ତୁରନ୍ତ ଯାଇ ଟେଷ୍ଟ କରାନ୍ତୁ । ସେମାନଙ୍କ ପାଇଁ ଅଧିକରୁ ଅଧିକ ଟେଷ୍ଟର ସୁବିଧା କରାଯିବ । ଏହା ସହ ସମସ୍ତେ ଟିକା ନେବା ଜରୁରୀ । ପ୍ରଥମ ଡୋଜ ଟିକା ନେବା ପରେ ଦ୍ୱିତୀୟ ଡୋଜ ଟିକା ନେବା ଆବଶ୍ୟକ । ଏ ନେଇ ସମସ୍ତେ ସତର୍କତା ଅବଲମ୍ବନ କରିବା ପାଇଁ ଡିଏମଇଟି ନିର୍ଦ୍ଦେଶ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ