Masthead

ସାଧାରଣ ବଚସାକୁ ନେଇ ଛୁରାମାଡ଼

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ସାଧାରଣ ବଚସାକୁ କେନ୍ଦ୍ର କରି ଘଟିଛି ଗଣ୍ଡଗୋଳ । ଏଭଳି ଘଟଣା ଘଟିଛି ଅନୁଗୁଳ ସହର ପାଖ ସଦର ଥାନାର କୁମଣ୍ଡ ଗାଁ ଚଣ୍ଡୀ ବଜାର ନିକଟରେ । ଗଣ୍ଡଗୋଳରୁ ହୋଇଛି ଛୁରାମାଡ଼। ଏହି ଘଟଣାରେ ତିନିଜଣ ଗୁରତର ଭାବେ ଆହତ ହୋଇଛନ୍ତି।ଗୁରୁତର ଆହତ ମାନେ ହେଲେ ରଞ୍ଜନ ବେହେରା , ସୁନୀଲ ବସାକ ଓ ରବି ଜେନା ।

ଏମାନଙ୍କ ପେଟରେ ଛୁରାମାଡ ହୋଇଛି। ସୂଚନା ଅନୁସାରେ ତିନି ଜଣଙ୍କ ସହ ଏସ କେ ସାବୀ ଓ ଡିଲ ନାଏକ ଚଣ୍ଡୀ ବଜାର ରେ ଥିବା ଏକ ଢ଼ାବାକୁ ଖାଇବାକୁ ଯାଇଥିଲେ । ସେଠାରେ ପୂର୍ବରୁ ଖାଉଥିବା ଅନ୍ୟ ଦୁଇଜଣ ଅପରିଚିତ ଲୋକଙ୍କ ସହ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା ।ଯେଉଁଥିରୁ ସେମାନେ ପାଖରେ ରଖିଥିବା ଛୁରୀରେ ଏମାନଙ୍କୁ ଆକ୍ରମଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି