Masthead

ନିଲମ୍ବନ ପରେ ଶରତ ଓ ମୋକିମଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କଂଗ୍ରେସରୁ ବିଦା ହେଲେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ । ଦୁଇ ହେଭିୱେଟଙ୍କୁ ସସପେଣ୍ଡ କରିଛି ଏଆଇସିସି । ପିସିସି ସଭାପତିଙ୍କ ଅଭିଯୋଗ କ୍ରମେ ଏପରି ନିଷ୍ପତି ନିଆଯାଇଛି । କଂଗ୍ରେସ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କ ନିଲମ୍ବିତ କରାଯାଇଛି ବୋଲି ବିଜ୍ଞପ୍ତିରେ ଦର୍ଶଯାଇଛି । ଏହା ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ଶରତ କହିଛନ୍ତି ଯେ, ହାଇକମାଣ୍ଡଙ୍କ ନିଷ୍ପତିକୁ ସ୍ୱୀକାର କରୁଛୁ । ମୁଁ ସେ ସମ୍ପର୍କରେ ଅଧିକ କହିବାକୁ ଚାହୁଁନି ବୋଲି ମତ ବାଢିଛନ୍ତି ଶରତ ପଟ୍ଟନାୟକ ।
କିନ୍ତୁ ସେପଟେ ଏହି ନୋଟିସକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ମହମ୍ମଦ ମୋକିମ । ନୋଟିସ ପୂର୍ବରୁ ପିସିସି ସଭାପତି ମୋ ସହ କଥା ହୋଇନାହାନ୍ତି । କଂଗ୍ରେସ ଦଳରେ ଅଛି, ଦଳରେ ରହିବି । ମୁଁ ଦଳ ବିରୋଧି କାର୍ଯ୍ୟ କରିନାହିଁ । ଗୋଟେ ସଭା କରିଥିଲି ଦଳକୁ ମଜଭୁତ କରିବା ପାଇଁ । ଏହାକୁ ଆଧାର କରି ଏଆଇସିସି ଉତ୍ତର ମାଗିଥିଲା । ମୋ ଉତ୍ତରରେ ସେମାନେ ସନ୍ତୁଷ୍ଟ ହୋଇ ନାହାନ୍ତି ବୋଧେ । ଶୃଙ୍ଖଳା କମିଟିର ରିପୋର୍ଟ ଆଧାରରେ ଏଆଇସିସି ନିଷ୍ପତି ନେଇଛି ।

ଆଗକୁ ରହିଛି ନିର୍ବାଚନ । ଠିକ ଏହାରି ପୂର୍ବରୁ କଂଗ୍ରେସର ଦୁଇ ଟାଣୁଆ ନେତାଙ୍କୁ ସସପେଣ୍ଡ କରିବା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର