Masthead

କାଲୁଆ ପବନ କରିବ କଲବଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରାଜ୍ୟରେ ଅସମ୍ଭାଳ ଶୀତ । କାଲୁଆ ପବନ କଲବଲ କରିବ ।  ଶୀତ ଥରିବ ପୂରା ଓଡ଼ିଶା । ପାଣିପାଗ ବିଭାଗ…

ଅପରାଧ

ବଡ଼ ଖବର

News

୫୦ ପ୍ରତିଶତ ଫି ଛାଡ଼

ବେଗୁନିଆପଡା (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଯାଇଛି । ଛାତ୍ରଛାତ୍ରୀଙ୍କ ପାଠପଢା ଓ ସ୍କୁଲ ଫିକୁ ନେଇ ଚିନ୍ତାରେ ଅଭିଭାବକ । ଏଭଳି ସ୍ଥିତିରେ…

୫୧୧ ବର୍ଷର ପରମ୍ପରା ଭାଙ୍ଗିବ କରୋନା

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ସୃଷ୍ଟି ହେବ ନୂଆ ଇତିହାସ । ଭାଙ୍ଗିବ ୫୧୧ ବର୍ଷର ଜଳେଶ୍ୱର ରାୟ ମହାଶୟଙ୍କ ଦେବୀପୂଜା ପରମ୍ପରା । ମୂର୍ତ୍ତି ବଦଳରେ ହେବ କଳସ ପୂଜା ।…

ଆଜି ୨୨୭୫ କରୋନା ପଜିଟିଭ୍ ମାମଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ରାଜ୍ୟରେ ମୋଟ ୨୨୭୫ କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ୨୨୭୫ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି ।…

ଆରମ୍ଭ ହେଲା ସୁଜଳ ଯୋଜନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ ‘ସୁଜଳ’ ଯୋଜନାକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଓ…

ମନ ମୋହୁଛି ଗେଣ୍ଡାଳିଆ

ବାରଙ୍ଗ (ବଡ଼ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀଉଦ୍ୟାନ କାଞ୍ଜିଆ ହ୍ରଦ । ହ୍ରଦ କୂଳେକୂଳେ ପକ୍ଷୀଙ୍କ ଆସର । ସବୁଠୁ ନିଆରା ଲାଗୁଛି ଗେଣ୍ଡାଳିଆ ପକ୍ଷୀ । ଗେଣ୍ଡାଳିଆ ଏବେ…

ବଡ଼ଭାଇର ଜନ୍ମଦିନରେ ସାନଭାଇର ମୃତ୍ୟୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ମହାନ ଗାୟକ କିଶୋର କୁମାରଙ୍କ ୩୩ତମ ଶ୍ରାଦ୍ଧ ବାର୍ଷିକୀ । ବଲିଉଡ୍ ଇଣ୍ଡଷ୍ଟ୍ରିଜର ଅଜାତଶତ୍ରୁ ନାଁରେ ସେ ବେଶ୍ ଜଣାଶୁଣା । ୪ଅଗଷ୍ଟ୧୯୨୯ରେ…

ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ଅତିକ୍ରମ କରିଛି ଗଭୀର ଅବପାତ

ଭୁବନେଶ୍ୱର, ୧୩/୧୦(ବଡ଼ ଖବର ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚା ଗଭୀର ଅବପାତରେ ପରିଣତ ହୋଇ ଆଜି ସକାଳେ ସ୍ଥଳଭାଗ ଛୁଇଁଛି । ଆନ୍ଧପ୍ରଦେଶର କାକିନାଡ଼ା…

ରାଶିଫଳ

ମେଷ – ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କ ଫିକା ପଡିଯାଇପାରେ, ଯାହା କି ଆଜିର ଟେନ୍ସନର ମୁଖ୍ୟ କାରନ ହେବ । ସାମ୍ବାଦିକ କ୍ଷେତ୍ରରେ ଶୁଭଫଳ ମିଳିବ । ଶୁଭ ରଙ୍ଗ ପିଙ୍କ୍ ।…
[newsletter-pack newsletter=”28″ style=”” si_style=”” title=”” show_title=”0″ icon=”” css=”” css-class=”” custom-id=””]

ଖେଳ

ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା